Wednesday, April 15, 2026
34.3 C
Odisha

    ଗଞ୍ଜେଇ ଚାଲାଣ ଅଭିଯୋଗରେ ୩ ଆଇଆରବି ଯବାନ ଗିରଫ, ସୂଚନା ଦେଲେ ବୌଦ୍ଧ ଏସ୍‌‌ପି

    ଆଗକୁ ପଢନ୍ତୁ

    ବୌଦ୍ଧ : ଗଞ୍ଜେଇ ଚାଲାଣ ଅଭିଯୋଗରେ ୩ ଜଣ ଆଇଆରବି ଯବାନଙ୍କୁ ବୌଦ୍ଧ ପୁଲିସ ଗିରଫ କରିଛି ବୋଲ ବୌଦ୍ଧ ଏସପି ରାହୁଲ ଗୋଏଙ୍କା ସୂଚନା ଦେଇଛନ୍ତି। ବୌଦ୍ଧ ଜିଲ୍ଲାର ମନମୁଣ୍ଡା ପୁଲିସ ବ୍ୟାରେକ୍‌‌ରେ ଚଢ଼ାଉ ପରେ ୩ଜଣ ଯବାନଙ୍କୁ ଗିରଫ କରିଛି। ବ୍ୟାରେକ୍‌‌ରେ ଚଢ଼ାଉ ସମୟରେ ୩ଜଣ ଯବାନଙ୍କଠାରୁ ୧୫କେଜି ଗଞ୍ଜେଇ ମିଳିଥିଲା। ୩ ଯବାନଙ୍କଠାରୁ ମିଳିଥିବା ୧୫ କେଜି ଗଞ୍ଜେଇକୁ ମନମୁଣ୍ଡା ପୁଲିସ ଜବତ କରିଛି। ମନମୁଣ୍ଡା ପୁଲିସ ୩ ଜଣ ଯବାନଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି ବୋଲି ବୌଦ୍ଧ ଏସପି ରାହୁଲ ଗୋଏଙ୍କା ପ୍ରକାଶ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    34.3 ° C
    34.3 °
    34.3 °
    19 %
    0.8kmh
    28 %
    Wed
    36 °
    Thu
    43 °
    Fri
    44 °
    Sat
    43 °
    Sun
    44 °

    ସମ୍ବନ୍ଧିତ