Saturday, June 20, 2026
30.7 C
Odisha

    ଗାଁ ମନ୍ଦିରକୁ ନେଇ ଗୋଷ୍ଠୀ ସଙ୍ଘର୍ଷ, ୨୦ ରୁ ଅଧିକ ଆହାତ

    ଆଗକୁ ପଢନ୍ତୁ

    ସାକ୍ଷୀଗୋପାଳ : ଗାଁ ମନ୍ଦିରକୁ ନେଇ ମହା ଭାରତ  ।  ଦୁଇ ଗାଁ ହେଲେ ମୁହାଁ ମୁହିଁ  ।  ୨୦ ରୁ ଅଧିକ ଆହତ  ।  ଗାଁ ନାରାୟଣୀ ଠାକୁରାଣୀଙ୍କୁ ନେଇ ଦୁଇ ଗାଁ ଭିତରେ ଦେଖାଦେଇଛି ଉତ୍ତେଜନା । ତେନ୍ତୁଳିଆ ଏବଂ ବଗୁଲାପାରି ଗାଁ ମଧ୍ୟରେ ହୋଇଛି ବିବାଦ l ଗୋଟିଏ ଗାଁ ଲୋକେ କହୁଛନ୍ତି ଆମେ ଜେଜେ ବାବା ଅମଳରୁ ଠାକୁରାଣୀଙ୍କୁ ପୂଜା କରିଆସୁଛୁ ମାନେ ମନ୍ଦିର ଉପରେ ଆମର ଅଧିକାର । ସେହିପରି ଆର ଗାଁ ଲୋକେ ମଧ୍ୟ ସମାନ କଥା କହିଆସୁଛନ୍ତି । ଆଜି ଗୋଟେ ପକ୍ଷ ପଟର ଜଣେ ଯୁବକ ମନ୍ଦିରକୁ ଦୀପ ଦାନ ଶହ ପୂଜା ପାଇଁ ଯାଇଥିବା ବେଳେ କିଛି ଲୋକ ମନ୍ଦିରକୁ ଆସିବାକୁ ବାରଣ କରିବା ସହ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଯାହା ଫଳରେ ଉଗ୍ର ରୂପ ନେଇଥିଲା ଦୁଇ ଗାଁ । ବିବାଦ କ୍ରମଶଃ ଗୋଷ୍ଠୀ ସଂଘର୍ଷର ରୂପ ନେଇଥିଲା । ଉଭୟ ପକ୍ଷରୁ ୨୦ ରୁ ଅଧିକ ଆହତ ହୋଇଛନ୍ତି । ଆହତଙ୍କୁ ମେଡିକାଲ ପଠାଯାଇଛି । ଘଟଣା ସ୍ଥଳରେ ପୋଲିସ ମୁତୟନ ହୋଇଛନ୍ତି । ଉଭୟ ଗାଁରେ ପୋଲିସ ଛାଉଣୀ ଶହ କଡା ନଜର ରଖିଛନ୍ତି ପୁରୀ ଏସପି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    30.7 ° C
    30.7 °
    30.7 °
    59 %
    0.8kmh
    96 %
    Sat
    38 °
    Sun
    34 °
    Mon
    35 °
    Tue
    38 °
    Wed
    41 °

    ସମ୍ବନ୍ଧିତ