Sunday, April 5, 2026
27.8 C
Odisha

    ଝିଙ୍କ ଆକ୍ରମଣରେ ଦୁଇ ଆହତ

    ଆଗକୁ ପଢନ୍ତୁ

    ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା ସଦର ଥାନା ଅଧୀନ ନାରାୟଣପୁର ଗ୍ରାମରେ ଝିଙ୍କ(ସାଇ)ଆକ୍ରମଣରେ ଦୁଇଜଣ ଯୁବକ ଆହତ ହୋଇଛନ୍ତି । ଝିଙ୍କ ଆକ୍ରମଣର ଶିକାର ହୋଇଥିବା ଯୁବକମାନେ ହେଲେ ପଦ୍ମଲୋଚନ ବିଶି ଓ ରଘୁନାଗ । ସୂଚନା ଅନୁସାରେ ଗତ ରବିବାର ସନ୍ଧ୍ୟାରେ ପଦ୍ମଲୋଚନ ଏବଂ ରଘୁ ଶୌଚ ହେବାପାଇଁ ଜଙ୍ଗଲ ଆଡ଼କୁ ଯାଇଥିଲେ । ଏହି ସମୟରେ ଏକ ଝିଙ୍କ ତାଙ୍କୁ ଆକ୍ରମଣ କରିଥିଲା । ଖବର ପାଇ ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ଅଣାଯାଇଥିଲା । ଉଭୟଙ୍କ ଗୋଡ଼ ଓ ଅନ୍ୟାନ୍ୟ ସ୍ଥାନରେ କଣ୍ଟା ପଶିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27.8 ° C
    27.8 °
    27.8 °
    45 %
    2kmh
    99 %
    Sat
    27 °
    Sun
    36 °
    Mon
    38 °
    Tue
    37 °
    Wed
    38 °

    ସମ୍ବନ୍ଧିତ