Wednesday, July 15, 2026
28.3 C
Odisha

    ଠାକୁରମୁଣ୍ଡା ତହସିଲଦାରଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ

    ଆଗକୁ ପଢନ୍ତୁ

    କରଞ୍ଜିଆ : ଠାକୁରମୁଣ୍ଡା ତହସିଲଦାରଙ୍କ ସରକାରୀ ଗାଡି ସହିତ ଏକ ବୋଇତାଳୁ ବୋଝେଇ ଟ୍ରାକ୍ଟର ମୁହାଁ ମୁହିଁ ଧକ୍କା ।  ଦୁର୍ଘଟଣାରେ ତହସିଲଦାରଙ୍କ ଗାଡିର ଡ୍ରାଇଭର ଗୁରୁତର ହୋଇଛନ୍ତି ।  ବୋଲେରୋ ନମ୍ବର ଓଡ଼ି ୦୯ ଏ ଡି ୫୨୧୫ ଗାଡିର ଡ୍ରାଇଭର ଅନ୍ତର୍ଯ୍ୟାମୀ ପଲେଇ ଗାଡି ନେଇ ତାଙ୍କ ନିଜ ଗ୍ରାମ ତାଳପଦା ଘରକୁ ଠାକୁରମୁଣ୍ଡା ରୁ ଫେରୁଥିଲେ ।  ଜୁଆଳିକଟା- ଭୀମକୁଣ୍ଡ ରାସ୍ତାର ଜୁଆଳିକଟା ନିକଟରେ ଦୁର୍ଘଟଣା ହେଇଥିଲା ।  ଠାକୁରମୁଣ୍ଡା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡିକୁ ଜବତ କରି ତଦନ୍ତ ଜାରି ରଖିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    28.3 ° C
    28.3 °
    28.3 °
    73 %
    1.9kmh
    99 %
    Wed
    27 °
    Thu
    31 °
    Fri
    28 °
    Sat
    26 °
    Sun
    24 °

    ସମ୍ବନ୍ଧିତ