Sunday, August 30, 2026
24.7 C
Odisha

    ଡ. ଅଚ୍ୟୁତ ସାମନ୍ତଙ୍କ ବାଲେଶ୍ଵର କିସ୍ କ୍ୟାମ୍ପସ୍ ପରିଦର୍ଶନ, ସୁବିଧା ଅସୁବିଧା ସଂପର୍କରେ କଲେ ଆଲୋଚନା

    ଆଗକୁ ପଢନ୍ତୁ

    ବାଲେଶ୍ଵର : କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ବାଲେଶ୍ଵର କିସ୍ କ୍ୟାମ୍ପସ୍ ପରିଦର୍ଶନ କରିଛନ୍ତି । ଡ. ସାମନ୍ତ ପ୍ରଥମେ ବାଲେଶ୍ଵର ଆର୍ମୋଳା ସ୍ଥିତ କିସ୍ ଆବାସିକ ବିଦ୍ୟାଳୟ ଗସ୍ତ କରି ସେଠାରେ ପଢୁଥିବା ଛାତ୍ରୀ ମାନଙ୍କ ସୁବିଧା ଅସୁବିଧା ସଂପର୍କରେ ପ୍ରିନ୍ସିପାଲ୍ ଓ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ।

    ଏହାପରେ ଛାତ୍ରୀ ମାନଙ୍କଠାରୁ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ପାଠପଢା ସମ୍ପର୍କରେ ପଚାରି ବୁଝିଥିଲେ । ଶେଷରେ ଛାତ୍ରୀ ମାନଙ୍କୁ ସେଓ ବଣ୍ଟନ କରିଥିଲେ । ପରେ ଆର୍ମୋଳା ଠାରେ ନିର୍ମାଣାଧୀନ କିମ୍ସ ହସ୍ପିଟାଲ ପରିଦର୍ଶନରେ ଯାଇଥିଲେ ଡ. ସାମନ୍ତ । ଦାୟିତ୍ୱରେ ଥିବା ଅଧିକାରୀ ମାନଙ୍କ ସହ କାମର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ ଡ. ସାମନ୍ତ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    heavy intensity rain
    24.7 ° C
    24.7 °
    24.7 °
    93 %
    2.5kmh
    100 %
    Sun
    25 °
    Mon
    24 °
    Tue
    22 °
    Wed
    26 °
    Thu
    26 °

    ସମ୍ବନ୍ଧିତ