Tuesday, July 14, 2026
27.1 C
Odisha

    ତ୍ରିଶୁଳିଆ ସୁବାସ ସେତୁ ଉପରେ ରହସ୍ୟମୟ କାର୍, ତଥ୍ୟ ଖୋଜୁଛି ପୋଲିସ

    ଆଗକୁ ପଢନ୍ତୁ

    କଟକ :  କଟକ ତ୍ରିଶୁଳିଆ ସୁବାସ ସେତୁ ଉପରେ ରହସ୍ୟମୟ କାର୍  ଠାବ କଲା ପୋଲିସ୍ ।  ସନ୍ଦେହଜନକ ଅବସ୍ଥାରେ ଆଜି ଭୋର ସମୟରେ କାର ଦୁଇଟି ଭଙ୍ଗା ରୁଜା ଅବସ୍ଥାରେ ଛିଡ଼ା ହୋଇଥିଲା ।  ପାଟ୍ରୋଲିଂ କରୁଥିବା ବେଳେ ବ୍ରିଜ ଉପରେ କାର ଦୁଇଟି ଦେଖିଥିଲା କଟକ ମର୍କତ ନଗର ଥାନା ପୋଲିସ ।  କାର୍ ଛାଡ଼ି ଆରୋହୀମାନେ ଫେରାର ହୋଇ ଯାଇଥିବା ସନ୍ଦେହ କରାଯାଉଛି ।

    Police found Mysterious car on Trishuliya Suvas BridgeMysterious carଏହା ଏକ ଦୁର୍ଘଟଣା ନା ଗୋଷ୍ଠୀ ସଂଘର୍ଷ ସେ ନେଇ ତଦନ୍ତ କରୁଛି ପୋଲିସ ।  କାର୍ ମାଲିକଙ୍କ ସମ୍ପର୍କରେ ତଥ୍ୟ ଖୋଜୁଛି ପୋଲିସ ।  ସେପଟେ ଗତକାଲି ବିଳମ୍ବିତ ରାତିରେ ଏକ ଗୋରୁ ବୋଝେଇ ମିନି ଟ୍ରକ୍ ଜବତ୍ କରିଛି ବାରଙ୍ଗ ଥାନା ପୋଲିସ ।  ବେଆଇନ ଗୋ ଚାଲାଣ ଅଭିଯୋଗରେ ଦୁଇ ଜଣଙ୍କୁ ଅଟକ ରଖାଯାଇଛି ।  କାର ଭଙ୍ଗାରୁଜା ଘଟଣା ସହିତ ଏହି ଗୋ ଚାଲାଣର ଲିଙ୍କ ଅନୁମାନ କରାଯାଉଛି ।  ତେବେ ଏ ନେଇ କମିଶନରେଟ ପୋଲିସ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27.1 ° C
    27.1 °
    27.1 °
    78 %
    1.4kmh
    100 %
    Tue
    29 °
    Wed
    29 °
    Thu
    32 °
    Fri
    26 °
    Sat
    25 °

    ସମ୍ବନ୍ଧିତ