Sunday, October 11, 2026
30.5 C
Odisha

    ଦିଲ୍ଲୀରେ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଓ ସଡକ ପରିବହନ ମନ୍ତ୍ରୀଙ୍କୁ ଭେଟିଲେ ରାଜ୍ୟ ବିଜେପି ସଭାପତି

    ଆଗକୁ ପଢନ୍ତୁ

    ଦିଲ୍ଲୀରେ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଓ ସଡକ ପରିବହନ ମନ୍ତ୍ରୀଙ୍କୁ ଭେଟିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ରାଜ୍ୟର ବିକାଶ ପାଇଁ କଣ କଣ କାର୍ଯ୍ୟକ୍ରମ ଗ୍ରହଣ କରାଯାଇପାରିବ ସେନେଇ ଆଲୋଚନା ହୋଇଛି। ରାଜ୍ୟରେ କୋଷ୍ଟଲ ହାଇୱେ ପାଇଁ ଅନୁମତି ମିଳିଛି। କୋଷ୍ଟଲ ହାଇୱେ ଏକ ଡ୍ରିମ୍ ପ୍ରୋଜେକ୍ଟ , ଏହା ସହ ସାଇକ୍ଲୋନ ଏବଂ ସୁନାମି ପ୍ରୋଟେକ୍ସନ୍ ୱାଲ ପାଇଁ ମଧ୍ୟ ଆଲୋଚନା ହୋଇଥିବା କହିଛନ୍ତି  ମନମୋହନ। ଭୁବନେଶ୍ବର ରିଂ ରୋଡ୍‌ ସହ ଖୋର୍ଦ୍ଧା ଟାଙ୍ଗୀରୁ କଟକ ଟାଙ୍ଗୀ ପର୍ଯ୍ୟନ୍ତ ବାଇପାସ୍ ରୋଡ଼ ପାଇଁ ଆପୃଭାଲ୍ ମିଳିଛି। ଜାମଝାଡି ଧାମରା ୪ ଥାକିଆ ରାସ୍ତା ପାଇଁ ମଧ୍ୟ ଅନୁମତି ମିଳିଛି । ଡବଲ ଇଞ୍ଜିନ ସରକାରରେ କିଭଳି କାର୍ଯ୍ୟ କାର୍ଯ୍ୟ କରାଯିବ ସେନେଇ ଆଲୋଚନା ହୋଇଛି। ପୋଲାଭରମ ପ୍ରକଳ୍ପକୁ ନେଇ ମଧ୍ୟ ଆଲୋଚନା ହୋଇଥିବା କହିଛନ୍ତି ରାଜ୍ୟ ସଭାପତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.5 ° C
    30.5 °
    30.5 °
    52 %
    2.8kmh
    0 %
    Sun
    30 °
    Mon
    30 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ