Friday, September 25, 2026
25.2 C
Odisha

    ଦୁର୍ବଳ ହେଲା ଗଭୀର ଅବପାତ, ୧୨ ଘଣ୍ଟା ପରେ ଆହୁରି କମିବ ଶକ୍ତି

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଦୁର୍ବଳ ହେଲା ଗଭୀର ଅବପାତ । ଡିପ୍ରେସନ୍ ରୂପ ନେଇ ନୂଆପଡ଼ା ନିକଟରେ କେନ୍ଦ୍ରୀଭୂତ । ଦକ୍ଷିଣ ଓଡ଼ିଶା ଏବଂ ଏହାର ସଂଲଗ୍ନ ଦକ୍ଷିଣ ଛତିଶଗଡ଼ ଅଞ୍ଚଳରେ ସକ୍ରିୟ ଥିବା ଗଭୀର ଅବପାତ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରି ଦୁର୍ବଳ ହୋଇ ଏକ ‘ଅବପାତ’ରେ ପରିଣତ ହୋଇଛି । ଆଜି ଭୋର ସମୟରେ ଅବପାତ ନୂଆପଡ଼ାର ନିକଟବର୍ତ୍ତୀ ଅଞ୍ଚଳରେ କେନ୍ଦ୍ରୀଭୂତ ରହିଛି । ଅବପାତଟି ବର୍ତ୍ତମାନ ​ନୂଆପଡ଼ା ନିକଟରେ କେନ୍ଦ୍ରୀଭୂତ ଥିବା ବେଳେ ​ଟିଟିଲାଗଡଠାରୁ ୯୦ କିମି ଦୂରରେ ରହିଛି । ​ପାଣିପାଗ ବିଭାଗ ସ୍ପଷ୍ଟ କରିଛି ଯେ, ଏହି ଅବପାତ ଲଗାତାର ଭାବେ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରିବ। ଆଗାମୀ ୧୨ ଘଣ୍ଟା ପର୍ଯ୍ୟନ୍ତ ଏହା ଅବପାତ ରୂପ ବଜାୟ ରଖିବ । ଏହା ପରେ ପରବର୍ତ୍ତୀ ୧୨ ଘଣ୍ଟା ମଧ୍ୟରେ ଏହାର ଶକ୍ତି ଆହୁରି ହ୍ରାସ ପାଇ ଏହା ଏକ ‘ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ର’ରେ ପରିଣତ ହେବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.2 ° C
    25.2 °
    25.2 °
    92 %
    4.9kmh
    100 %
    Fri
    26 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ