Monday, February 2, 2026
17.8 C
Odisha

    ଦୋଳପୂର୍ଣ୍ଣିମାରେ କଟକରୁ ଆସିଲା ରାଜନୀତିର ରୋଚକ ଚିତ୍ର । ଭର୍ତ୍ତୃହରିଙ୍କ ଆଶୀର୍ବାଦ ନେଲେ ଅନୁଭବ

    ଆଗକୁ ପଢନ୍ତୁ

    ଅନୁଭବ ନେଲେ ଆର୍ଶୀବାଦ । କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କ ଆର୍ଶୀବାଦ ଦେଇଛନ୍ତି କେନ୍ଦ୍ରାପଡ଼ା ସାଂସଦ । ଭର୍ତ୍ତୃହରି ମହତାବ ବିଜେଡି ଛାଡ଼ି ସାରିଥିବା ବେଳେ ଅନୁଭବ ମହାନ୍ତିଙ୍କୁ ନେଇ ଅନେକ ଚର୍ଚ୍ଚା ହେଉଛି । ଠିକ୍ ଏଭଳି ଏକ ସମୟରେ ଭର୍ତ୍ତୃହରିଙ୍କୁ ଭେଟିଛନ୍ତି ଅନୁଭବ । କଟକରେ ଦୋଳପୂର୍ଣ୍ଣିମା ଅବସରରେ ହୋଲିର ଶୁଭେଚ୍ଛା ଜଣାଇଛନ୍ତି ଅନୁଭବ । ଏହି ସମୟରେ ଭର୍ତ୍ତୃହରି ମହତାବଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ ଦେଇଥିଲେ ଅନୁଭବ ମହାନ୍ତି । ଯଦିଓ ଏହା ଦୋଳପୂର୍ଣ୍ଣିମା ଅବସରରେ ଔପଚାରିକା ଦୃଷ୍ଟିରୁ ଦୁଇ ନେତା ପରସ୍ପରକୁ ଭେଟିଛନ୍ତି, ତଥାପି ସମୟ ଓ ପରିସ୍ଥିତିକୁ ନେଇ ଅନେକ ଚର୍ଚ୍ଚା ହେଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    17.8 ° C
    17.8 °
    17.8 °
    83 %
    1.9kmh
    100 %
    Sun
    17 °
    Mon
    31 °
    Tue
    31 °
    Wed
    32 °
    Thu
    33 °

    ସମ୍ବନ୍ଧିତ