Monday, July 27, 2026
24.2 C
Odisha

    ଦୋଳପୂର୍ଣ୍ଣିମାରେ କଟକରୁ ଆସିଲା ରାଜନୀତିର ରୋଚକ ଚିତ୍ର । ଭର୍ତ୍ତୃହରିଙ୍କ ଆଶୀର୍ବାଦ ନେଲେ ଅନୁଭବ

    ଆଗକୁ ପଢନ୍ତୁ

    ଅନୁଭବ ନେଲେ ଆର୍ଶୀବାଦ । କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କ ଆର୍ଶୀବାଦ ଦେଇଛନ୍ତି କେନ୍ଦ୍ରାପଡ଼ା ସାଂସଦ । ଭର୍ତ୍ତୃହରି ମହତାବ ବିଜେଡି ଛାଡ଼ି ସାରିଥିବା ବେଳେ ଅନୁଭବ ମହାନ୍ତିଙ୍କୁ ନେଇ ଅନେକ ଚର୍ଚ୍ଚା ହେଉଛି । ଠିକ୍ ଏଭଳି ଏକ ସମୟରେ ଭର୍ତ୍ତୃହରିଙ୍କୁ ଭେଟିଛନ୍ତି ଅନୁଭବ । କଟକରେ ଦୋଳପୂର୍ଣ୍ଣିମା ଅବସରରେ ହୋଲିର ଶୁଭେଚ୍ଛା ଜଣାଇଛନ୍ତି ଅନୁଭବ । ଏହି ସମୟରେ ଭର୍ତ୍ତୃହରି ମହତାବଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ ଦେଇଥିଲେ ଅନୁଭବ ମହାନ୍ତି । ଯଦିଓ ଏହା ଦୋଳପୂର୍ଣ୍ଣିମା ଅବସରରେ ଔପଚାରିକା ଦୃଷ୍ଟିରୁ ଦୁଇ ନେତା ପରସ୍ପରକୁ ଭେଟିଛନ୍ତି, ତଥାପି ସମୟ ଓ ପରିସ୍ଥିତିକୁ ନେଇ ଅନେକ ଚର୍ଚ୍ଚା ହେଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.2 ° C
    24.2 °
    24.2 °
    92 %
    1.9kmh
    100 %
    Mon
    31 °
    Tue
    24 °
    Wed
    25 °
    Thu
    30 °
    Fri
    29 °

    ସମ୍ବନ୍ଧିତ