Monday, May 20, 2024
25.1 C
Odisha

    ବିରଜାଙ୍କ ପୀଠରେ ଦୋଳ ଉତ୍ସବ ପାଳିତ । ମାଆଙ୍କ ନିକଟରେ ପୂଜା ହେଲା ନୂଆ ପାଞ୍ଜି

    ଆଗକୁ ପଢନ୍ତୁ

    ପବିତ୍ର ଦୋଳ ପୂର୍ଣ୍ଣିମା ଅବସରରେ ଯାଜପୁରର କ୍ଷେତ୍ରଶ୍ୱରୀ ମା’ ବିରଜାଙ୍କ ନିକଟରେ ମାଙ୍କ ଦୋଳ ଉତ୍ସବ ପାଳନ ହୋଇଛି । ଏହି ଅବସରରେ ମା’ଙ୍କ ନିକଟରେ ଜ୍ୟୋତିଷଙ୍କ ଦ୍ୱାରା ନୂତନ ବିରଜା ପଞ୍ଜିକା ପାଠ କରାଯାଇଛି । ଏହି ପାଞ୍ଜି ପଣା ସଂକ୍ରାନ୍ତି ଠାରୁ କାର୍ଯ୍ୟକାରୀ କରାଯିବ । ସ୍ୱତନ୍ତ୍ର ପୂଜାର୍ଚନା ସହ ଦୋଳ ମଣ୍ଡପରେ ମାଙ୍କ ବିଜେ ପ୍ରତିମାକୁ ଅଣାଯାଇ ଦୋଳ ଉତ୍ସବର ପୂଜାର୍ଚନା କରାଯିବ ସହ ଜ୍ୟୋତିଷଙ୍କ ଦ୍ୱାରା ନୂଆ ପାଞ୍ଜି ପାଠ କରାଯାଇଥିଲା । ଭବିଷ୍ୟ ଗଣନା ଅନୁସାରେ କଣ ରହିଛି ଦେଶ ଓ ରାଜ୍ୟର ଭବିଷ୍ୟତ, ରାଜନୈତିକ ପାଣିପାଗ, ଓଡିଶାରେ କିପରି ରହିବ ପ୍ରାକୃତିକ ବିପର୍ଯ୍ୟୟ, ସେ ସଂପର୍କରେ ସୂଚନା ପ୍ରଦାନ କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.1 ° C
    25.1 °
    25.1 °
    85 %
    1.8kmh
    0 %
    Mon
    41 °
    Tue
    43 °
    Wed
    42 °
    Thu
    40 °
    Fri
    38 °

    ସମ୍ବନ୍ଧିତ