Sunday, October 25, 2026
21.4 C
Odisha

    ନେପାଳରେ ଭୂକମ୍ପ ଝଟକା, ତୀବ୍ରତା ୪.୧

    ଆଗକୁ ପଢନ୍ତୁ

    ନେପାଳ : ଆଜି ନେପାଳର ପାର୍ବତ୍ୟାଞ୍ଚଳ ଜିଲ୍ଲା ଦାର୍ଚୁଲାରେ ଭୂମିକମ୍ପ ଝଟକା । ଯାହାର ତୀବ୍ରତା ୪.୧ ଥିବା ଜଣାପଡିଛି । ଆଜି ସକାଳ ପ୍ରାୟ ୧୧ଟା ୫୫ ମିନିଟ ସମୟରେ ଭୂକମ୍ପ ଅନୁଭୂତ ହୋଇଥିଲା । ଯାହାର କେନ୍ଦ୍ରସ୍ଥଳ ଦାର୍ଚୁଲା ଜିଲ୍ଲାର ତପୋଭାନ ଅଞ୍ଚଳରେ ଭୂମିଗର୍ଭରେ ଅବସ୍ଥିତ ଥିଲା। ଭୂମିକମ୍ପ ଅନୁଭୂତ ହେବା ମାତ୍ରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ଖେଳିଯାଇଥିଲା ଏବଂ ସତର୍କତା ସ୍ୱରୂପ ଅନେକ ଲୋକ ଘରୁ ବାହାରକୁ ବାହାରି ଆସିଥିଲେ ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.4 ° C
    21.4 °
    21.4 °
    63 %
    0.8kmh
    1 %
    Sun
    28 °
    Mon
    28 °
    Tue
    30 °
    Wed
    28 °
    Thu
    24 °

    ସମ୍ବନ୍ଧିତ