Thursday, September 10, 2026
26.6 C
Odisha

    ପୋଲିସ ହାତରେ କୋଟିପତି ଠକ, ଲୋକଙ୍କୁ ଲୋନ୍ କରାଇଦେବା ନାଁରେ ଠକେଇ

    ଆଗକୁ ପଢନ୍ତୁ

    ଜୟପୁର  : ପୋଲିସ ହାତରେ କୋଟିପତି ଠକ । ଲୋକଙ୍କୁ ଲୋନ୍ କରାଇଦେବା ନାଁରେ ଠକେଇ । ୩୦ ଉର୍ଦ୍ଧ୍ବ ଲୋକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ସୂଚନା ମିଳିଛି । କୋରାପୁଟ ଜିଲ୍ଲା ଜୟପୁର ନୂଆସାହି ଅଞ୍ଚଳର କୋଟିପତି ଠକ ଲକ୍ଷ୍ମୀକାନ୍ତ ପଣ୍ଡାଙ୍କୁ ଗିରଫ କରିଛି ପୋଲିସ । ପଣ୍ଡା କମ୍ୟୁନିକେସନ୍ ନାଁରେ ବିଭିନ୍ନ ଜିଲ୍ଲାରେ ସଂସ୍ଥା ଖୋଲି ଲୋକଙ୍କଠାରୁ ୧ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଠକି ନେଇଛନ୍ତି ଅଭିଯୁକ୍ତ । ସେପଟେ ଅଭିଯୁକ୍ତକୁ ଗିରଫ କରି ପୋଲିସ ତା ନିକଟରୁ ୨୦ ଲକ୍ଷ ଟଙ୍କାର ମୂଲ୍ୟବାନ ଜିନିଷ ସହ ପ୍ରାୟ ନଗଦ ୪ଲକ୍ଷ ଟଙ୍କା, ୧୩ଲକ୍ଷ ଟଙ୍କାର ସୁନା ଓ ରୂପା ଅଳଙ୍କାର ଜବତ କରିଛି । ଏହାସହ ୭ଟି ସିମ୍ କାର୍ଡ ଓ ୯ଟି ମୋବାଇଲ ମଧ୍ୟ ଜବତ କରାଯାଇଥିବା କହିଛନ୍ତି ଜୟପୁର ଏସଡିପିଓ ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    26.6 ° C
    26.6 °
    26.6 °
    88 %
    1.2kmh
    100 %
    Thu
    28 °
    Fri
    27 °
    Sat
    27 °
    Sun
    28 °
    Mon
    30 °

    ସମ୍ବନ୍ଧିତ