Tuesday, March 24, 2026
24.7 C
Odisha

    ପ୍ରଜାକୋର୍ଟରେ ୨ ଜଣଙ୍କୁ ମୃତ୍ୟୁଦଣ୍ଡ ଦେଲେ ମାଓବାଦୀ

    ଆଗକୁ ପଢନ୍ତୁ

    ମାଓବାଦୀ ଗ୍ରାମବାସୀ ସମ୍ମୁଖରେ ପ୍ରଜାକୋର୍ଟ କରି ଦୁଇ ଜଣଙ୍କୁ ଫାଶୀ ଦଣ୍ଡ ଦେଇଛନ୍ତି। ଛତିଶଗଡ ବିଜାପୁର ଜିଲ୍ଲା ଜଣ୍ଡାଲାଟରେ ଘଟିଛି ଏପରି ଲୋମହର୍ଷ ଘଟଣା। ପୁଲିସ ଇନଫରର୍ମର ଅଭିଯୋଗ ପରେ ଦୁଇ ଗ୍ରାମବାସୀଙ୍କୁ ହତ୍ୟା କରିଛନ୍ତି ମାଓବାଦୀ। ପ୍ରଜାକୋର୍ଟରେ ମଦଭି ସୁଜା ଏବଂ ପୋଡିୟମ କୋସାଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି ମାଓବାଦୀ। ମାଓବାଦୀ ଗଡ ଭାଙ୍ଗି ଯାଉଥିବା ବେଳେ ସାଧାରଣ ଲୋକଙ୍କୁ ଭୟଭୀତ କରାଇବା ପାଇ ଏପରି ଘଟଣା ପ୍ରଥମ ଥର କରିଛନ୍ତି। ଦୁଇ ଜଣକ ଛାତିରେ ପୋଷ୍ଟର ଲଗାଇ ମୃତ୍ୟୁ ଦଣ୍ଡ ଦେଇଛନ୍ତି । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.7 ° C
    24.7 °
    24.7 °
    68 %
    2.6kmh
    0 %
    Tue
    25 °
    Wed
    38 °
    Thu
    38 °
    Fri
    41 °
    Sat
    40 °

    ସମ୍ବନ୍ଧିତ