Tuesday, July 14, 2026
27.2 C
Odisha

    ବର୍ଦ୍ଧିତ ବେଞ୍ଚ ମାର୍କ ଭ୍ୟାଲୁଏସନର ସମୀକ୍ଷା ପାଇଁ ଗଠନ ହେବ ଉଚ୍ଚସ୍ତରୀୟ କମିଟି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ବର୍ଦ୍ଧିତ ବେଞ୍ଚ ମାର୍କ ଭ୍ୟାଲୁଏସନର ସମୀକ୍ଷା ପାଇଁ ଗଠନ ହେବ ଉଚ୍ଚସ୍ତରୀୟ କମିଟି । ନିକଟରେ ରାଜଧାନୀରେ ବିଭିନ୍ନ ଜମିର ବେଞ୍ଚ ମାର୍କ ଭାଲ୍ୟୁ ଅହେତୁକ ବୃଦ୍ଧି ହୋଇଥିଲା। କେଉଁଠି ଦୁଇ ଗୁଣା ତ କେଉଁଠି ୩ ଗୁଣା ହୋଇଛି । ଯାହାକୁ ନେଇ ଅସନ୍ତୋଷ ବଢିଛି। ରାଜଧାନୀରେ ଜମି କିଣା ସ୍ବପ୍ନ ହୋଇଛି। ସହରାଞ୍ଚଳରେ ଜମିର ମୂଲ୍ୟ ଅହେତୁକ ବୃଦ୍ଧି ପାଉଛି । ପ୍ରତ୍ୟେକ ଦୁଇ ବର୍ଷରେ ଦର ବୃଦ୍ଧି ସ୍ୱାଭାବିକ ପ୍ରକ୍ରିୟା ହୋଇଛି। ଯେଉଁଠି ଦର ବୃଦ୍ଧି ହୋଇଛି ତାର ସମୀକ୍ଷା ପାଇଁ ରାଜସ୍ବ ବିଭାଗ ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରିବ। ଯେଉଁଠୁ ଅଭିଯୋଗ ଆସିବ ତାର ତର୍ଜମା ହେବ । ଆବଶ୍ୟକ ପଡିଲେ ପ୍ରତ୍ୟାହାର ମଧ୍ୟ ହୋଇପାରେବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27.2 ° C
    27.2 °
    27.2 °
    73 %
    1.7kmh
    100 %
    Mon
    27 °
    Tue
    30 °
    Wed
    31 °
    Thu
    32 °
    Fri
    25 °

    ସମ୍ବନ୍ଧିତ