Sunday, March 29, 2026
27.4 C
Odisha

    ଲଭ୍ ଜିହାଦ ଲିଙ୍କ୍ ଖୋଳତାଡ କରିବ ପୋଲିସ, ରିମାଣ୍ଡରେ ଯିବ ଇରଫାନ୍ ଅନସାରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ରିମାଣ୍ଡରେ ଯିବ ଇରଫାନ୍ ଅନସାରୀ । ଲଭ୍ ଜିହାଦ ଲିଙ୍କ୍ ଖୋଳତାଡ କରିବ ପୋଲିସ । ସାମ୍ନାକୁ ଆସିଲା ଇରଫାନର ଚାଲ୍ । ପ୍ରେମ ଜାଲର ଫସାଇବାକୁ ରଚୁଥିଲା ଚକ୍ରାନ୍ତ । ଏବେ ଛଦ୍ମ ବେଶର ପରିଚୟ ଖୁଲାସା ହୋଇଛି । ଇରଫାନ୍ ଅନସାରୀରୁ ଜୟରାଜ ଶର୍ମା ସାଜିଥିଲା । ପୋଲିସ ହାତରେ ଲାଗିଛି ଏକ ଆନ୍ଧ୍ର ନମ୍ବର ବିଶିଷ୍ଟ କାର ଓ କିଛି ପରିଚୟ ପତ୍ର । ନକଲି ଆଧାରକାର୍ଡ ନେଇ ସହୀଦନଗର ଥାନା ତନାଘନା ଆରମ୍ଭ କରିଛି ।

    ଖୁବଶୀଘ୍ର ରିମାଣ୍ଡରେ ଆଣି ପଚରା ଉଚରା କରିବ ପୋଲିସ । ଓଡ଼ିଆ ଯୁବତୀକୁ ଫସାଇବା ପଛର କାରଣ କଣ ଥିଲା ? ଥିଲା କିଛି ବଡ଼ ଧରଣର ଲଭ୍ ଜିହାଦ ନେଟୱର୍କ ଚକ୍ରାନ୍ତ ? ଯୁବତୀକୁ ଭୁବନେଶ୍ୱରରୁ ଆନ୍ଧ୍ର ନେବା ପାଇଁ ଚାଲର ରାଜ କଣ । ବିଭିନ୍ନ ଦିଗକୁ ସଂଦେହ କରୁଛି ପୋଲିସ । ଗତକାଲି ଇରଫାନ୍ ଅନସାରୀକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା କମିଶନରେଟ୍ ପୋଲିସ । ସହୀଦ ନଗରର ଏକ ହୋଟେଲରେ ଯୁବତୀକୁ ବନ୍ଧକ ରଖିଥିଲା । କାର୍ ଯୋଗେ ଆନ୍ଧ୍ର ନେବାକୁ ଚେଷ୍ଟା କରୁଥିବା ବେଳେ ପୀଡ଼ିତାଙ୍କୁ ଉଦ୍ଧାର କରିଥିଲା ସହିଦନଗର ଥାନା ପୋଲିସ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.4 ° C
    27.4 °
    27.4 °
    38 %
    2.3kmh
    0 %
    Sun
    28 °
    Mon
    40 °
    Tue
    38 °
    Wed
    39 °
    Thu
    41 °

    ସମ୍ବନ୍ଧିତ