Monday, September 28, 2026
27.5 C
Odisha

    ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡ଼ିଲେ କନିଷ୍ଠ ଯନ୍ତ୍ରୀ

    ଆଗକୁ ପଢନ୍ତୁ

    ଲାଞ୍ଚ ନେଉଥିବା ବେଳେ କନିଷ୍ଠ ଙ୍କୁ ମାଡି ବସିଲା ଭିଜିଲାନ୍ସ ଟିମ। କୋରାପୁଟ ଜ଼ିଲ୍ଲା କୁନ୍ଦୁରା ବ୍ଲକର କନିଷ୍ଠ ଯନ୍ତ୍ରୀ ଭାନୁମତି ଟୁଡୁ ଚାଷୀଙ୍କୁ ଗାଇଗୁହାଳ ଯୋଗାଇ ଦେବା ନିମନ୍ତେ ୫ ହଜାର ଟଙ୍କା ଦାବି କରିଥିଲେ। ଏ ନେଇ ଚାଷୀ ଜଣକ ଭିଜିଲାନ୍ସ ଙ୍କ ପାଖରେ ଅଭିଯୋଗ କରିଥିଲା । ଆଜି ଟଙ୍କା ଦେଉଥିବା ବେଳେ ମାଡି ବସିଲା ଭିଜିଲାନ୍ସ ଟିମ । ଏବେ କନିଷ୍ଠ ଯନ୍ତ୍ରୀଙ୍କୁ କୁନ୍ଦୁରା ବ୍ଲକ କାର୍ଯ୍ୟାଳୟ ଠାରେ ପଚରା ଉଚରା ଜାରି ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    27.5 ° C
    27.5 °
    27.5 °
    75 %
    2.2kmh
    7 %
    Mon
    29 °
    Tue
    30 °
    Wed
    29 °
    Thu
    30 °
    Fri
    31 °

    ସମ୍ବନ୍ଧିତ