Friday, May 8, 2026
26.2 C
Odisha

    ଶିମିଳିପାଳରେ କଳା ବାଘ ଶିକାର, ବାଘ ଛାଲ ଜବତ୍ ସହ ୨ ଗିରଫ

    ଆଗକୁ ପଢନ୍ତୁ

    ମୟୁରଭଞ୍ଜ : ଶିମିଳିପାଳରେ କଳା ବାଘ ଶିକାର । ଶିକାର କରି ବିକ୍ରି କରିବାକୁ ଉଦ୍ୟମ କରୁଥିବା ବେଳେ ମାଡ଼ି ବସିଲା ବନ ବିଭାଗ । ବାଘ ଛାଲ ଜବତ୍ କରିବା ସହ ଘଟଣା ସ୍ଥଲରୁ ୨ ଜଣଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଥିଲା ବନ ବିଭାଗ । ବାରିପଦା ବନଖଣ୍ଡ ଅଧୀନସ୍ଥ କୁଳିଅଣା ନିକଟରୁ ଗୋଟିଏ କଳାବାଘ ଛାଲ ବିକ୍ରି କରିବାକୁ ଉଦ୍ୟମ କରୁଥିବା ଖବର ପାଇ ଗତକାଲି ରାତିରେ ଚଢ଼ାଉ କରିଥିଲା ବନ ବିଭାଗ। । ଘଟଣାର ତଦନ୍ତ ଜାରି ରହିଥିବା ବେଳେ ଆଜି ବିଭିନ୍ନ ସ୍ଥାନରେ ଚଢାଉ କରି ଆଉ ୩ ଜଣ ଅଭିଯୁକ୍ତଙ୍କୁ ଆଣି ପଚରା ଉଚରା ଜାରି ରଖିଛି ବନ ବିଭାଗ । ବର୍ତ୍ତମାନ ସୁଦ୍ଧା ୫ ଜଣ ଅଭିଯୁକ୍ତ ଧରା ପଡ଼ିଥିବା ବେଳେ ଏବେ ମଧ୍ୟ ଶିକାର ଘଟଣାରେ ଆହୁରି ଅନେକ ଅଭିଯୁକ୍ତ ସଂପୃକ୍ତ ଥିବା ସୂଚନା ମିଳିଛି । ତଦନ୍ତରେ ବାଧା ଉପୁଜିବ ବୋଲି ବନ ବିଭାଗ ପକ୍ଷରୁ ସବିଶେଷ ତଥ୍ୟ ପ୍ରଦାନ କରାଯାଇ ନାହିଁ । ତଦନ୍ତ ପରେ ସମସ୍ତ ତଥ୍ୟ ଗଣମାଧ୍ୟମକୁ ପ୍ରଦାନ କରାଯିବ ବୋଲି ବାରିପଦା ଡିଏଫଓ କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    26.2 ° C
    26.2 °
    26.2 °
    62 %
    8kmh
    53 %
    Fri
    35 °
    Sat
    39 °
    Sun
    39 °
    Mon
    38 °
    Tue
    39 °

    ସମ୍ବନ୍ଧିତ