Sunday, September 20, 2026
30.5 C
Odisha

    ସରିଲା ମହାନଦୀ ଟ୍ରିବ୍ୟୁନାଲର ୫୦ତମ ଶୁଣାଣି, ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୧୪ରେ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ମହାନଦୀ ଟ୍ରିବୁନାଲର ୫୦ତମ ଶୁଣାଣି ସରିଲା ।  ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୧୪ରେ ହେବ ।  ତା ପୂର୍ବରୁ ହେବ କ୍ଷେତ୍ର ପରିଦର୍ଶନ ।   ଫେବ୍ରୁଆରୀ ଶେଷ ସପ୍ତାହରୁ ମାର୍ଚ୍ଚ ପ୍ରଥମ ସପ୍ତାହ ଯାଏ କ୍ଷେତ୍ର ପରିଦର୍ଶନ କରିବେ ଟ୍ରିବ୍ୟୁନାଲ ।  କ୍ଷେତ୍ର ପରିଦର୍ଶନ ପରେ ହେବ ପରବର୍ତ୍ତୀ ଶୁଣାଣି ।  ଏଣେ ଏପ୍ରିଲ ୧୩ରେ ଟ୍ରିବ୍ୟୁନାଲ କାର୍ଯ୍ୟକାଳ ଅବଧି ଶେଷ ହେବାକୁ ଯାଉଛି ।  ଅବଧି ବୃଦ୍ଧି କରିବାକୁ ଅନୁରୋଧ କରିଛନ୍ତି ଓଡ଼ିଶା ଓ ଛତିଶଗଡ଼ ସରକାର ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    30.5 ° C
    30.5 °
    30.5 °
    65 %
    2.7kmh
    97 %
    Sun
    30 °
    Mon
    31 °
    Tue
    27 °
    Wed
    28 °
    Thu
    24 °

    ସମ୍ବନ୍ଧିତ