Sunday, October 11, 2026
22.1 C
Odisha

    ୯ ହଜାର ବୋତଲ କଫ ସିରପ ଜବତ

    ଆଗକୁ ପଢନ୍ତୁ

    ବିନିକା: ସୁବର୍ଣ୍ଣପୁର ପୋଲିସକୁ ବଡ଼ ସଫଳତା। ୯ ହଜାର ବୋତଲ କଫ ସିରପ ଜବତ କଲା ପୋଲିସ । ରାମପୁର ନିକଟ ସାହାଜ ବାହାଲ ଖେଳ ପଡିଆରୁ ରାମପୁର ଥାନା ପୋଲିସ ୨ଟି ଗାଡ଼ି ଜବତ କରିଥିଲା । ଗୋଟିଏ କାର ଏବଂ ଗୋଟିଏ ବୋଲେରୋ ମଧ୍ୟରୁ ୯ ହଜୈର ବୋତଲ କଫସିରପ ଜବତ କରାଯାଇଚି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.1 ° C
    22.1 °
    22.1 °
    86 %
    0.9kmh
    0 %
    Sun
    30 °
    Mon
    29 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ