Sunday, September 6, 2026
24.8 C
Odisha

    ସାଂସଦଙ୍କ ଘର ପାଖରେ ପଡ଼ିଲା ଡ୍ରୋନ୍‌

    ଆଗକୁ ପଢନ୍ତୁ

    ସାଂସଦଙ୍କ ଘର ପାଖରେ ପଡ଼ିଲା ଡ୍ରୋନ୍ । ନିର୍ବାଚନ ସମୟରେ ଯେତେବେଳେ ସମସ୍ତ ରାଜନୈତିକ ଦଳ ପ୍ରଚାର କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି ସେତେବେଳେ ଏପରି ଏକ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ବେଲପାହାଡ଼ ଗାନ୍ଧୀ ଛକ ଆମ୍ବଝର ନିକଟ ଥିବା ସାଂସଦ ସୁରେଶ ପୂଜାରୀଙ୍କ ଭଡ଼ା ଘର ପରିସରରେ ଖସି ପଡ଼ିଲା ଡ୍ରୋନ୍ । ଏ ସମ୍ପର୍କରେ ଏସପିଙ୍କୁ ଜଣାଇବା ପରେ ବେଲପାହାଡ଼ ପୋଲିସ ପହଞ୍ଚି ଅଧିକ ଛାନ୍‌ଭିନ୍ ଜାରି ରଖିଛି । ଡ୍ରୋନକୁ ନେଇ ସନ୍ଦେହ ପ୍ରକାଶ କରାଯାଉଛି । ତେବେ ଏହି ସନ୍ଦିଗ୍ଧ ଡ୍ରୋନକ କାହାର ଏବଂ କେଉଁ ଉଦ୍ଦେଶ୍ୟରେ ଏହାକୁ ଅପରେଟ୍ କରାଯାଉଥିଲା ସବୁକିଛି ସନ୍ଦେହ ଘେରରେ । ଲୋକସଭା ନିର୍ବାଚନ ସମୟରେ ଏପରି ଘଟଣା ସାଂସଦଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    24.8 ° C
    24.8 °
    24.8 °
    90 %
    1.6kmh
    29 %
    Sun
    25 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ