Thursday, August 13, 2026
26.8 C
Odisha

    ୨୬ରେ କଟକରେ ବସିବ SIT ବୈଠକ

    ଆଗକୁ ପଢନ୍ତୁ

    କଟକ   :   ଆସନ୍ତା ୨୬ରେ କଟକରେ ବସିବ SIT ( Special Investigation Team ) ଫର୍ ବ୍ଲାକ ମନି ବୈଠକ । ବୈଠକରେ ଅଧ୍ୟକ୍ଷତା କରିବେ ଏସଆଇଟି ଉପାଧ୍ୟକ୍ଷ ଜଷ୍ଟିସ୍ ଅରିଜିତ ପଶାୟତ । ଜଷ୍ଟିସ୍ ପଶାୟତଙ୍କ ବାସଭବନରେ ବୈଠକ ବସିବ । ଏଥିରେ ରାଜ୍ୟ ଓ କେନ୍ଦ୍ରସରକାରଙ୍କ ବିଭିନ୍ନ ବିଭାଗର ଅଧିକାରୀ ଯୋଗଦେବେ । ୨୬ ତାରିଖ ଦିନ ୧୧ଟାରେ ଏହି ବୈଠକ ଆରମ୍ଭ ହେବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    26.8 ° C
    26.8 °
    26.8 °
    87 %
    1.8kmh
    100 %
    Thu
    27 °
    Fri
    25 °
    Sat
    25 °
    Sun
    24 °
    Mon
    26 °

    ସମ୍ବନ୍ଧିତ