Thursday, October 8, 2026
21.5 C
Odisha

    20 ଲକ୍ଷ ରୁ ଉର୍ଦ୍ଧ ଟଙ୍କାର ବିସ୍ପୋରକ ଜବତ

    ଆଗକୁ ପଢନ୍ତୁ

    ବାଲେଶ୍ୱର: 20 ଲକ୍ଷ ରୁ ଉର୍ଦ୍ଧ ଟଙ୍କାର ବିସ୍ପୋରକ ଜବଦ l ବେଆଇନ ପାହାଡ଼ ବ୍ଳାଷ୍ଟି ପୂର୍ବରୁ ପୋଲିସ ବଡ଼ ରେଡ l ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ଜୟଗଡ ନିକଟସ୍ଥ ମହୁଲଶିକଡ ଗାଁରେ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଥିବା ନେଇ ନୀଳଗିରି ଏସଡିପିଓ ବିଶେଷ ସୂତ୍ରରୁ ଖବର ପାଇ ଆଜି ଉକ୍ତ ଗ୍ରାମ ରଞ୍ଜନ ସେଣ୍ଡ ଘର ଓ ଘର ପାଖରେ ଅଚାନକ ଚଢ଼ାଉ କଲେ ନୀଳଗିରି ଏସଡିପିଓ ପ୍ରମୋଦ କୁମାର ମଲ୍ଲିକ, 2 କୁଇଣ୍ଟାଲ ରୁ ଉର୍ଦ୍ଧ ଜିଲୋଟିନ ସହିତ କୁଇଣ୍ଟାଲ ରୁ ଉର୍ଦ୍ଧ ହାଇ ଓ ଲୁ ଏକ୍ସକ୍ଲୋସିଭି ପ୍ୟାକେଟ ଜଵଦ। ବେଆଇନ ଭାବେ ଗଚ୍ଛିତ ରଖି ଶାରିଶୁଆ ପାହାଡ଼ରେ ବିସ୍ପୋରଣ ବ୍ୟବହାର ପାଇଁ ରଖାଯାଇଥିବା ପୋଲିସ ନିକଟରେ ଅଭିଯୋଗ ହୋଇଥିଲା।ଜବତ ବିସ୍ଫୋରକ ଏକ୍ସକ୍ଲୋସିଭି ଆନୁମାନିକ ମୂଲ୍ୟ ୨୦ ଲକ୍ଷ ଉର୍ଦ୍ଧ ଟଙ୍କାର ହେବ। ଗଛିତ ଥିବା ଘର ମାଲିକ ଫେରାର l ପୋଲିସ ର ଛାନଭିନ l ଉର୍ଦ୍ଧ ବେଆଇନ ସାମଗ୍ରୀ କୁ ଧରିବା ପାଇଁ ଏସ୍ଡ଼ିପିଓ କିଛି ଦିନ ପୂର୍ବରୁ ଏକ ଟିମ ଗଠନ କରି ଉକ୍ତ ଅଂଚଳ କୁ ନଜର ରେ ରଖିଥିଲେ l ଆଜି ଚଢ଼ାଉ ପରେ ଖଣି ମାଫିଆ ଙ୍କ ଭିତରେ ଏକ ପ୍ରକାର ଭୟ ର ବାତାବରଣ ସୃଷ୍ଟି କରିଛି l

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.5 ° C
    21.5 °
    21.5 °
    88 %
    1.2kmh
    0 %
    Thu
    30 °
    Fri
    30 °
    Sat
    30 °
    Sun
    30 °
    Mon
    30 °

    ସମ୍ବନ୍ଧିତ