Saturday, March 28, 2026
38.2 C
Odisha

    ସୁଯୋଗ ମିଳିଲେ, ନିଶ୍ଚୟ ଲଢ଼ିବି: ସିଦ୍ଧାନ୍ତ ମହାପାତ୍ର

    ଆଗକୁ ପଢନ୍ତୁ

    ୨୦୨୪ରେ ନିର୍ବାଚନ ଲଢ଼ିବେ କି ସିଦ୍ଧାନ୍ତ ମହାପାତ୍ର । କିଛି ମାସ ପୂର୍ବରୁ ଗୋପାଳପୁରରେ ସକ୍ରିୟ ଥିବା ଓଲିଉଡର ଏହି ଷ୍ଟାର ଅଭିନେତା ପୁଣି ଦଳୀୟ କାର୍ଯ୍ୟକ୍ରମରୁ ଦୂରେଇ ଯାଇଥିବା ନେଇ ଚର୍ଚ୍ଚା ହେଉଛି । ସୁଯୋଗ ମିଳିଲେ ନିଶ୍ଚିତ ନିର୍ବାଚନ ଲଢ଼ିଛି । ୨୦୧୪ରେ ବ୍ରହ୍ମପୁର ସାଂସଦ ଭାବେ ନିର୍ବାଚିତ ହୋଇଥିବା ସିଦ୍ଧାନ୍ତ ମହାପାତ୍ରଙ୍କୁ ୨୦୧୯ରେ ଟିକେଟ୍ ମିଳିନଥିଲା । କିନ୍ତୁ ୨୦୨୪ରେ ଦଳର ମୁଖିଆ ସୁଯୋଗ ଦେଲେ ନିହାତି ଲଢ଼ିବି ବୋଲି କହିଛନ୍ତି ସିଦ୍ଧାନ୍ତ ମହାପାତ୍ର ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    38.2 ° C
    38.2 °
    38.2 °
    15 %
    4.1kmh
    10 %
    Sat
    37 °
    Sun
    40 °
    Mon
    41 °
    Tue
    39 °
    Wed
    40 °

    ସମ୍ବନ୍ଧିତ