Monday, July 7, 2025
24.4 C
Odisha

    ସୁଯୋଗ ମିଳିଲେ, ନିଶ୍ଚୟ ଲଢ଼ିବି: ସିଦ୍ଧାନ୍ତ ମହାପାତ୍ର

    ଆଗକୁ ପଢନ୍ତୁ

    ୨୦୨୪ରେ ନିର୍ବାଚନ ଲଢ଼ିବେ କି ସିଦ୍ଧାନ୍ତ ମହାପାତ୍ର । କିଛି ମାସ ପୂର୍ବରୁ ଗୋପାଳପୁରରେ ସକ୍ରିୟ ଥିବା ଓଲିଉଡର ଏହି ଷ୍ଟାର ଅଭିନେତା ପୁଣି ଦଳୀୟ କାର୍ଯ୍ୟକ୍ରମରୁ ଦୂରେଇ ଯାଇଥିବା ନେଇ ଚର୍ଚ୍ଚା ହେଉଛି । ସୁଯୋଗ ମିଳିଲେ ନିଶ୍ଚିତ ନିର୍ବାଚନ ଲଢ଼ିଛି । ୨୦୧୪ରେ ବ୍ରହ୍ମପୁର ସାଂସଦ ଭାବେ ନିର୍ବାଚିତ ହୋଇଥିବା ସିଦ୍ଧାନ୍ତ ମହାପାତ୍ରଙ୍କୁ ୨୦୧୯ରେ ଟିକେଟ୍ ମିଳିନଥିଲା । କିନ୍ତୁ ୨୦୨୪ରେ ଦଳର ମୁଖିଆ ସୁଯୋଗ ଦେଲେ ନିହାତି ଲଢ଼ିବି ବୋଲି କହିଛନ୍ତି ସିଦ୍ଧାନ୍ତ ମହାପାତ୍ର ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.4 ° C
    24.4 °
    24.4 °
    86 %
    2.2kmh
    100 %
    Sun
    24 °
    Mon
    27 °
    Tue
    24 °
    Wed
    27 °
    Thu
    25 °

    ସମ୍ବନ୍ଧିତ