Sunday, December 28, 2025
14.9 C
Odisha

    ୮ ବାଇକ ଓ ୭ ମୋବାଇଲ ଫୋନ୍ ଜବତ, ୩ ଲୁଟେରା ଗିରଫ

    ଆଗକୁ ପଢନ୍ତୁ

    ଦେବଗଡ଼ : ଦେବଗଡ଼ ରିଆମାଳ ପୋଲିସକୁ ବଡ଼ ସଫଳତା । ଆନ୍ତଃଜିଲ୍ଲା ବାଇକ ଲୁଟେରା ଗ୍ୟାଙ୍ଗ ଠାବ । ୩ ଲୁଟେରା ଗିରଫ । ଗିରଫ ସମସ୍ତ ଅଭିଯୁକ୍ତ ଫୁଲସରନାଳୀ ଗାଁର । ଅଭିଯୁକ୍ତଙ୍କ ଠାରୁ ୮ ବାଇକ ଓ ୭ ମୋବାଇଲ ଫୋନ୍ ଜବତ କରିଛି ପୋଲିସ। ଗତ ୧୪ ତାରିଖରେ ରିଆମାଳ କୀର୍ତନପାଲି ଗାଁରେ ବାଇକ ଚୋରି ନେଇ ଥାନାରେ ଅଭିଯୋଗ ହୋଇଥିଲା । ଘଟଣାକୁ ନେଇ ତଦନ୍ତ ଆରମ୍ଭ କରିଥିଲା ପୋଲିସ ।

    କିଛି ଦିନ ପୂର୍ବରୁ ରିଆମାଳ ଓ କୁଣ୍ଢେଇଗୋଳା ଅଞ୍ଚଳରୁ ଚୋରି ହୋଇଥିବା ବାଇକର ସନ୍ଧାନ ପାଇଥିଲା ପୋଲିସ । ଗିରଫ ଅଭିଯୁକ୍ତମାନେ ଦେବଗଡ, ଅନଗୁଳ, ସମ୍ୱଲପୁର ଓ ଢେଙ୍କାନାଳ ଜିଲ୍ଲା ଭୁବନ ଅଂଚଳରୁ ବାଇକ ଚୋରିଥିଲେ । ଉଦ୍ଧାର ହୋଇଥିବା ବାଇକ ଓ ମୋବାଇଲ ଅଭିଯୋଗକାରୀଙ୍କୁ ଫେରସ୍ତ କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    14.9 ° C
    14.9 °
    14.9 °
    38 %
    1.7kmh
    0 %
    Sun
    14 °
    Mon
    28 °
    Tue
    29 °
    Wed
    29 °
    Thu
    30 °

    ସମ୍ବନ୍ଧିତ