Sunday, February 22, 2026
18.5 C
Odisha

    ମହିଳାଙ୍କୁ ୮ବର୍ଷ ସଶ୍ରମ କାରାଦଣ୍ଡ

    ଆଗକୁ ପଢନ୍ତୁ

    ବାଲିଗୁଡ଼ା: ନିଜ ଶିଶୁ ପୁତ୍ର ଓ ଶିଶୁ କନ୍ୟାକୁ କୂଅରେ ଠେଲି ନିଜେ ଆତ୍ମହତ୍ୟା କରିବା ଉଦ୍ୟମରେ ମହିଳା ଏମ.ଭାଗ୍ୟଲକ୍ଷ୍ମୀ ଦୋଷୀ ସାବ୍ୟସ୍ତ। ୮ବର୍ଷ ସଶ୍ରମ କାରାଦଣ୍ଡ ସହ ଦୁଇ ହଜାର ଟଙ୍କା ଜୋରିମାନା। ସ୍ତ୍ରୀ ଙ୍କୁ ନିର୍ଯ୍ୟାତନା ଓ ଆତ୍ମହତ୍ୟା ପାଇଁ ଉସ୍କାଇବା ଅଭିଯୋଗରେ ସ୍ବାମୀ ଏମ.ରାଜେସଙ୍କୁ ୫ ବର୍ଷ ସଶ୍ରମ କାରାଦଣ୍ଡ ସହ ୨୦ ହଜାର ଟଙ୍କା ଜୋରିମାନା। ୨୦୨୧ ମସିହାରେ ରାଇକିଆ ଥାନା ଅଲିମାହା ଅଞ୍ଚଳରେ ଘଟିଥିଲା ଘଟଣା। ଘଟଣାରେ ଶିଶୁପୁତ୍ର ଓ ଶିଶୁ କନ୍ୟାଙ୍କ ମୃତ୍ୟୁ ଘଟିଥିଲା। ମାମଲାର ବିଚାରକରି ଉଭୟ ସ୍ବାମୀ ସ୍ତ୍ରୀଙ୍କୁ ଦଣ୍ଡ ଶୁଣାଇଛନ୍ତି ମାନ୍ୟବର ଅତିରିକ୍ତ ଜିଲ୍ଲା ଜର୍ଜ ବାଲିଗୁଡ଼ା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    18.5 ° C
    18.5 °
    18.5 °
    41 %
    1kmh
    0 %
    Sun
    34 °
    Mon
    35 °
    Tue
    34 °
    Wed
    34 °
    Thu
    35 °

    ସମ୍ବନ୍ଧିତ