Thursday, September 17, 2026
26.2 C
Odisha

    ପୁରୁଣା ଆଧାର କାର୍ଡ ଅପଡେଟ୍‌ କରିବାର ବଢିଲା ସମୟସୀମା, ପଢନ୍ତୁ କଣ ରହିଛି ସର୍ତ୍ତ

    ଆଗକୁ ପଢନ୍ତୁ

    ୧୦ ବର୍ଷ ପୁରୁଣା ଆଧାର କାର୍ଡ  ଅପଡେଟ୍‌ କରିବାକୁ ଚାହୁଁଛନ୍ତି ?  ଯଦି ହଁ, ତେବେ କରାନିଅନ୍ତୁ କାରଣ ଏହା ସମ୍ପୂର୍ଣ୍ଣ ମାଗଣା। ଆପଣଙ୍କୁ ଏଥିପାଇଁ ଦେୟ ଦେବାକୁ ପଡିବ ନାହିଁ।  ଆଧାର କାର୍ଡ ଅପଡେଟ୍‌ କରିବାର ଶେଷ ତାରିଖ  ଥିଲା  ଚଳିତ ବର୍ଷର ୧୪ ଡିସେମ୍ବର ଅର୍ଥାତ ଆସନ୍ତାକାଲି  । କିନ୍ତୁ ୟୁଆଇଡିଏଆଇ ଏହି  ଅବଧିକୁ ବଢାଇ ୩ ମାସକୁ ବୃଦ୍ଧି କରିଛି।  ଆଧାର ୟୁଜରମାନେ ଆଉ ତିନିମାସ ଫ୍ରୀ ରେ ନିଜର ଆଧାର ଅପଡେଟ କରିପାରିବେ।  ୟୁଆଇଡିଏଆଇ ଏହା ମଧ୍ୟ କହିଛି ଯେ, ୟୁଜର୍ସ  ମାଇଆଧାର ପୋର୍ଟାଲକୁ ଯାଇ  ଆଧାରକୁ ଅପଡେଟ କରିପାରିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    26.2 ° C
    26.2 °
    26.2 °
    84 %
    1.1kmh
    58 %
    Thu
    27 °
    Fri
    31 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ