Wednesday, August 12, 2026
29.7 C
Odisha

    ବଡ ଦେଉଳରୁ ପଥର ଖସିବା ଘଟଣା । ଶ୍ରୀମନ୍ଦିରରେ ପହଞ୍ଚି ଏଏସଆଇ ଟିମର ଅନୁଧ୍ୟାନ

    ଆଗକୁ ପଢନ୍ତୁ

    ବଡ ଦେଉଳରୁ ପଥର ଖସିବା ଘଟଣାରେ, ଶ୍ରୀମନ୍ଦିରରେ ପହଞ୍ଚି ଅନୁଧ୍ୟାନ କରିଛି ଏଏସଆଇ ଟିମ୍ । ଏଏସଆଇ ସୁପରିଟେଣ୍ଡେଣ୍ଟ ଏହାର ଅନୁଧ୍ୟାନ କରୁଥିବାବେଳେ, ବଡଦେଉଳରୁ ଖସିଥିବା ପଥରର ଓଜନ ୩ରୁ ୪ କେଜି ବୋଲି ଜଣାପଡିଛି । ଏଥିସହ ଏଏସଆଇ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଶ୍ରୀମନ୍ଦିର ପ୍ରତି କୌଣସି ବିପଦ ନାହିଁ । ପଥର ଖସିଥିବା ସ୍ଥାନଟିକୁ ରାସାୟନିକ ପ୍ରଲେପ ଦେଇ ମରାମତି କରାଯିବ । ଏଥିସହ ପଥରଟି ଦୁର୍ବଳ ଥିବା ହେତୁ ମାଙ୍କଡ ଡେଇଁ ପଥରଟିକୁ ଖସାଇ ଦେଇଥିବା ଅନୁମାନ କରିଛନ୍ତି ଏଏସଆଇ ଟିମ୍ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    29.7 ° C
    29.7 °
    29.7 °
    69 %
    2.4kmh
    74 %
    Wed
    32 °
    Thu
    27 °
    Fri
    26 °
    Sat
    27 °
    Sun
    28 °

    ସମ୍ବନ୍ଧିତ