Saturday, May 18, 2024
29.9 C
Odisha

    ପ୍ରାର୍ଥୀଙ୍କ ସତ୍ୟପାଠକୁ ନେଇ ଆସିଲା ଏଡିଆର ରିପୋର୍ଟ , ଜାଣନ୍ତୁ ଦୀପାଳି ଓ ସୋଫିଆ ଫିର୍ଦ୍ଦୋସଙ୍କ ନାଁରେ ରହିଛି କେତେ ସମ୍ପତ୍ତି…

    ଆଗକୁ ପଢନ୍ତୁ

    ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ୪ ଲୋକସଭା ଆସନ ବ୍ରହ୍ମପୁର, କଳାହାଣ୍ଡି, କୋରାପୁଟ ଓ ନବରଙ୍ଗପୁରର ନାମାଙ୍କନ ଦାଖଲ କରିଥିବା ୩୭ପ୍ରାର୍ଥୀଙ୍କ ସତ୍ୟପାଠ ଆଧାରରେ ସେମାନଙ୍କ ଚିଠା ଖୋଲିଲା ଏଡଆର ଓ ଓଡ଼ିଶା ଇଲେକସନ ୱାଚ । ବିଜେପିର କଳାହାଣ୍ଡି ଲୋକସଭା ପ୍ରାର୍ଥୀ ମାଳବିକା ଦେବୀ ହେଉଛନ୍ତି ସବୁଠାରୁ ଧନୀ ପ୍ରାର୍ଥୀ । ତାଙ୍କର ୪୧କୋଟି ୮୯ଲକ୍ଷ ଟଙ୍କାର ସମ୍ପତ୍ତି ରହିଛି । ସେହିପରି କମ୍ ଟଙ୍କା ଥିବା ପ୍ରାର୍ଥୀ ହେଉଛନ୍ତି ପ୍ରମିଳା ପୂଜାରୀ । କୋରାପୁଟ ଲୋକସଭା ଆସନରୁ ଏସୟୁସିଆଇର ପ୍ରାର୍ଥୀ ପ୍ରମିଳା ପୂଜାରୀ । ତାଙ୍କର ବିଭିନ୍ନ ବ୍ୟାଙ୍କ ଖାତାରେ ପ୍ରାୟ ୪୧ ହଜାର ଟଙ୍କା ରହିଛି । ନିର୍ବାଚନ ପାଇଁ ଲୋକଙ୍କ ଠାରୁ ଆଦାୟ କରାଯାଇଥିବା ଟଙ୍କାକୁ ବିଭିନ୍ନ ବ୍ୟାଙ୍କ ଖାତାରେ ରଖିଛନ୍ତି ।

    ଦୀପାଳିଙ୍କ ସମ୍ପତ୍ତି:

    ଦୀପାଳିଙ୍କ ସମ୍ପତ୍ତି ୧୫ କୋଟିରୁ ଅଧିକ
    ସ୍ଥାବର ସମ୍ପତ୍ତିର ମୂଲ୍ୟ ୧୪ କୋଟି ୪୭ ଲକ୍ଷ
    ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୬୩ ଲକ୍ଷ ୬୯ ହଜାର
    ଦୀପାଳିଙ୍କ ପାଖରେ ରହିଛି ମାତ୍ର ୨୦ ଗ୍ରାମର ଗହଣା
    ଗହଣାର ମୂଲ୍ୟ ୧ ଲକ୍ଷ ୪୬ ହଜାର ଟଙ୍କା
    ହାତରେ ଅଛି ମାତ୍ର ୫୨ ହଜାର ନଗଦ ଟଙ୍କା
    ଦୀପାଳିଙ୍କ ନାଁରେ କୌଣସି ଗାଡି଼
    ଦୀପାଳିଙ୍କ ନାଁରେ ନାହିଁ କୌଣସି ଋଣ
    ସମ୍ବଲପୁର ଆକ୍ସିସ୍ ବ୍ୟାଙ୍କରେ ୫ ଲକ୍ଷ ୫୫ ହଜାର ଟଙ୍କା
    ଆଇସିଆଇସିଆଇ ବ୍ୟାଙ୍କରେ ୧୧ ଲକ୍ଷ ୫୨ ହଜାର ଟଙ୍କା
    ଭୁବନେଶ୍ୱର ୟୁକୋ ବ୍ୟାଙ୍କରେ ୧୦ ଲକ୍ଷ ୬୩ ହଜାର ଟଙ୍କା
    ବ୍ୟାଙ୍କ୍ ଅଫ୍ ବରୋଦା ଝାରସୁଗୁଡ଼ାରେ ୩୩ ଲକ୍ଷ ୯୯ ହଜାର ଟଙ୍କା

    ସୋଫିଆଙ୍କ ସମ୍ପତ୍ତି:


    ସୋଫିଆଙ୍କ ସମ୍ପତ୍ତି ସାଢ଼େ ୩ କୋଟିରୁ ଅଧିକ
    ପାଖରେ ଅଛି ୮ଲକ୍ଷ ୫୭ ହଜାର ନଗଦ ଟଙ୍କା
    ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୧ କୋଟି ୫୩ ଲକ୍ଷ ଟଙ୍କା
    ପାଖରେ ଅଛି ୪୫୦ ଗ୍ରାମ ସୁନା ଓ ୯୦୦ ଗ୍ରାମ ରୁପା ଗହଣା
    ପାଖରେ ଅଛି ୨୯ ଲକ୍ଷ ଟଙ୍କାର ସୁନା ଗହଣା
    ପାଖରେ ଅଛି ଅଡି କାର୍, ଯାହାର ବର୍ତ୍ତମାନ ମୂଲ୍ୟ ୧୨ ଲକ୍ଷ ୫୦ ହଜାର
    ସୋଫିଆଙ୍କ ସ୍ଥାବର ସମ୍ପତ୍ତିର ମୂଲ୍ୟ ୨ କୋଟି ୧୧ ଲକ୍ଷ
    ଗୋଟିଏ ବ୍ୟାଙ୍କ ଆକାଉଣ୍ଟରେ ଅଛି ୧୩ ଶହ ୨୭ ଟଙ୍କା
    ଅନ୍ୟ ଏକ ବ୍ୟାଙ୍କ ଆକାଉଣ୍ଟରେ ଅଛି ୧୦ ହଜାର ଟଙ୍କା
    ଚୌଧୁରୀ ବଜାର ଆଇସିଆଇସିଆଇ ବ୍ୟାଙ୍କରେ ଅଛି ୨ ଲକ୍ଷ ୭୩ ହଜାର ଟଙ୍କା

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29.9 ° C
    29.9 °
    29.9 °
    46 %
    0.7kmh
    100 %
    Sat
    32 °
    Sun
    40 °
    Mon
    42 °
    Tue
    42 °
    Wed
    40 °

    ସମ୍ବନ୍ଧିତ