Wednesday, April 22, 2026
38.3 C
Odisha

    ମେଣ୍ଟକୁ ନେଇ ଚର୍ଚ୍ଚା ଭିତରେ ଦ୍ୱନ୍ଦ୍ୱରେ ବିଜେଡି ନେତା ଓ କର୍ମୀ: ନବୀନ ନିବାସ ଓ ଶଂଖ ଭବନରେ ଲଗାଇଲେ ଭିଡ଼

    ଆଗକୁ ପଢନ୍ତୁ

    ଦୁଇ ସପ୍ତାହ ହେଲାଣି ବିଜେଡି-ବିଜେପି ମଧ୍ୟରେ ମେଂଟକୁ ନେଇ ଚର୍ଚ୍ଚା ଲାଗି ରହିଛି । ତୁହାକୁ ତୁହା ବୈଠକ ବସୁଛି । ହେଲେ ମେଂଟ ନେଇ କୌଣସି ନିଷ୍ପତି ହୋଇପାରୁନାହିଁ । ଏହାକୁ ନେଇ ବିଜେଡ଼ି ନେତା ଓ କର୍ମୀଙ୍କ ମଧ୍ୟରେ ଦ୍ୱନ୍ଦ ବଢ଼ିବାରେ ଲାଗିଛି । ବିଶେଷକରି ଗତକାଲି ନବୀନ ନିବାସରେ ବସିଥିବା ଜିଲ୍ଲା ସଭାପତି ଓ ପର୍ଯ୍ୟବେକ୍ଷକଙ୍କ ବୈଠକ ଏହି ଦ୍ୱନ୍ଦକୁ ବଢ଼ାଇଦେଇଛି । ନେତା ଓ କର୍ମୀ ଏବେ ନବୀନ ନିବାସ ଓ ଶଂଖ ଭବନରେ ଭିଡ଼ ଜମାଉଛନ୍ତି । ବିଭିନ୍ନ ସ୍ଥାନକୁ ଏନଏସି ଘୋଷଣା ପରେ ଶୁଭେଛା ଜଣାଇବା ଆଳରେ ଦଳର ନିତି ନିର୍ଦ୍ଧାରକଙ୍କ ଠାରୁ ମେଂଟ ଅଗ୍ରଗତି ନେଇ ପଚାରି ବୁଝୁଥିବା ଜଣାପଡ଼ିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    38.3 ° C
    38.3 °
    38.3 °
    19 %
    4.1kmh
    80 %
    Wed
    42 °
    Thu
    43 °
    Fri
    45 °
    Sat
    44 °
    Sun
    44 °

    ସମ୍ବନ୍ଧିତ