Sunday, July 27, 2025
25.2 C
Odisha

    ଅପରାଧୀ, ଜନବିରୋଧୀ ନେତାଙ୍କୁ ପାଛୋଟି ନେଉଛି ବିଜେପି

    ଆଗକୁ ପଢନ୍ତୁ

    ବିଜେଡି ନେତା ବିଜେପିରେ ସାମିଲ ହେବା ପ୍ରସଙ୍ଗକୁ ନେଇ ପ୍ରତିକ୍ରିୟା ଦେଇଛି ବିଜେଡି । ଦଳର ମୁଖପାତ୍ର ସ୍ୱୟଂ ପ୍ରକାଶ ମହାପାତ୍ର କହିଛନ୍ତି, ୨୦୧୯ ମସିହାରେ ଯେଉଁ ନେତାମାନଙ୍କୁ ବିଜେଡି ଟିକେଟ ଦେବା ସମ୍ଭାବନା ନଥିଲା କି ବିଜେଡିରେ ସ୍ଥାନ ନଥିଲା । ସେହି ନେତାଙ୍କୁ ବିଜେପି କୋଳେଇ ନେଇଥିଲା । ୨୦୨୪ରେ ବିଜେପି ଆଉ ପାଦେ ଆଗକୁ ଯାଇ ଜଘନ୍ୟ ଅପରାଧୀ, ଜନବିରୋଧୀ, ଟିକେଟ ନପାଇବା ନେତାଙ୍କୁ ବିଜେପି ପାଛୋଟି ନେଉଛି । ଏଥିରୁ ଗୋଟିଏ କଥା ସ୍ପଷ୍ଟ ନୂଆ ନେତା ସୃଷ୍ଟି କରିବାରେ ବିଜେପି ଅସମର୍ଥ । ଏହା ବିଜେପି ଅପାରଗତାକୁ ଇଙ୍ଗିତ କରୁଛି । ଏପରି ନେତାଙ୍କୁ ରାଜ୍ୟବାସୀ କେବେ ବି ଗ୍ରହଣ କରିବେ ନାହିଁ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ସ୍ୱୟଂ ପ୍ରକାଶ ମହାପାତ୍ର ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.2 ° C
    25.2 °
    25.2 °
    87 %
    1.6kmh
    100 %
    Sun
    26 °
    Mon
    29 °
    Tue
    24 °
    Wed
    25 °
    Thu
    31 °

    ସମ୍ବନ୍ଧିତ