Thursday, June 4, 2026
34.9 C
Odisha

    ବୁଖାରୀ ଗିରଫ ହେବା ପରେ ସ୍ତ୍ରୀ ସାଇନାଜଙ୍କ ପ୍ରତିକ୍ରିୟା: କହିଲେ, ପୂର୍ବ ପତ୍ନୀଙ୍କୁ ଛାଡପତ୍ର ଦେଇଥିବା କହି ବାହା ହୋଇଥିଲା ବୁଖାରୀ

    ଆଗକୁ ପଢନ୍ତୁ

    ବୁଖାରୀ ଗିରଫ ହେବା ପରେ ସ୍ତ୍ରୀ ସାଇନାଜ ପରୱିନଙ୍କ ପ୍ରତିକ୍ରିୟା । ପୂର୍ବ ପତ୍ନୀଙ୍କୁ ଛାଡପତ୍ର ଦେଇସାରିଥିବା କହି ସାଇନାଜଙ୍କୁ ବାହା ହୋଇଥିଲେ ବୁଖାରୀ । ମାଟ୍ରିମୋନି ସାଇଟ ଜୀବନସାଥୀ ଡଟକମରେ ହୋଇଥିଲା ପରିଚୟ । ପୂର୍ବ ଜଣଙ୍କୁ ବିବାହ କରିବା ସହ ଛୋଟ ଝିଅ ଥିବା କହିଥିଲା ବୁଖାରୀ । ଛୋଟ ଝିଅକୁ ଗ୍ରହଣ କଲେ ବିବାହ କରିବ ବୋଲି ରଖିଥିଲା ସର୍ତ୍ତ । ବୁଖାରୀର ସର୍ତ୍ତରେ ରାଜି ହୋଇ ବାହା ହୋଇଥିଲା ସାଇନାଜ ପରୱିନ । ବର୍ଷେ, ଦେଢବର୍ଷ, ଦୁଇ ବର୍ଷରେ ଥରେ ଆସି ୮ ଦିନ କିମ୍ବା ୪ ଦିନ ରହୁଥିଲା ବୁଖାରୀ । ପ୍ରଥମ ଥର ପାଇଁ ୨ ମାସ ରହିଥିଲା ସୟଦ ଇଶାନ ବୁଖାରୀ । ବ୍ୟାଙ୍କ କାଗଜପତ୍ର ଠିକ କରିବାକୁ କହି ଏତେଦିନ ରହିଥିବା କହିଲେ ସ୍ତ୍ରୀ ସାଇନାଜ । ଏହାଛଡା ବୁଖାରୀ ବାବଦରେ ଆଉ କିଛି ଜଣାନଥିବା କହିଲେ ଫୋନ ଯୋଗେ ଦେଲେ ପ୍ରତିକ୍ରିୟା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    34.9 ° C
    34.9 °
    34.9 °
    34 %
    1.8kmh
    54 %
    Thu
    41 °
    Fri
    42 °
    Sat
    41 °
    Sun
    41 °
    Mon
    43 °

    ସମ୍ବନ୍ଧିତ