Thursday, April 9, 2026
25.9 C
Odisha

    ଭଦ୍ରକ ରାଣୀତାଲ ରେଲୱେ ଟ୍ରାକ ନିକଟରେ ଓଲଟିଲା ବସ୍; ୨୦ରୁ ଅଧିକ ଯାତ୍ରୀ ଗୁରୁତର

    ଆଗକୁ ପଢନ୍ତୁ

    ଭଦ୍ରକରେ ଓଲଟିଲା ଯାତ୍ରୀବାହୀ ବସ୍ । ଭଦ୍ରକ ରାଣୀତାଲ ରେଳ ଫାଟକ ନିକଟରେ ଯାତ୍ରୀବାହୀ ବସ ଦୁର୍ଘଟଣା ହୋଇଛି । ରଘୁନାଥ ନାମକ ଏକ ଘରୋଇ ବସ ଖଇରାରୁ ଭଦ୍ରକ ଅଭିମୁଖେ ଆସୁଥିବା ବେଳେ ଭାରସାମ୍ୟ ହରାଇ ରାସ୍ତାକଡକୁ ଓଲଟିଯାଇଥିଲା । ଘଟଣାରେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ କିଛି ଗୁରୁତର ଥିବା ଜଣାପଡିଛି । ଆହତ ଯାତ୍ରୀଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.9 ° C
    25.9 °
    25.9 °
    57 %
    0.6kmh
    100 %
    Thu
    37 °
    Fri
    37 °
    Sat
    38 °
    Sun
    41 °
    Mon
    42 °

    ସମ୍ବନ୍ଧିତ