Friday, February 6, 2026
16.4 C
Odisha

    ପୁଣି ତାଇୱାନରେ ଧସେଇ ପଶିଲା ଚାଇନା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ:ପୁଣି ତାଇଓ୍ବାନରେ  ପଶିଛି ଚାଇନା। ତାଇୱାନର ପ୍ରତିରକ୍ଷା ମନ୍ତ୍ରଣାଳୟ ଏହି ଦାବି କରିଛି। ଚାଇନା ବିମାନ ସହିତ ଚାଇନାର ବେଲୁନ ମଧ୍ୟ ତାଇୱାନର ଆକାଶରେ ପ୍ରବେଶ କରିଛି। ଦୀର୍ଘ ଦିନ ହେବ ଚାଇନା ଏବଂ ତାଇୱାନ ମଧ୍ୟରେ ତିକ୍ତତା ରହିଆସିଛି। ଚାଇନା ତାଇୱାନକୁ ଏହାର ଅଂଶ ଭାବରେ ବିବେଚନା କରୁଥିବାବେଳେ ତାଇୱାନ ନିଜକୁ ଚାଇନା ଏକ ଅଂଶ ଭାବରେ ବିବେଚନା କରେ ନାହିଁ ଏବଂ ନିଜକୁ ଏକ ସ୍ବାଧୀନ ରାଷ୍ଟ୍ର ଭାବରେ ବିବେଚନା କରେ। ତାଇୱାନକୁ ଆମେରିକାର ସମର୍ଥନ ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    16.4 ° C
    16.4 °
    16.4 °
    53 %
    1.2kmh
    0 %
    Fri
    30 °
    Sat
    31 °
    Sun
    32 °
    Mon
    32 °
    Tue
    31 °

    ସମ୍ବନ୍ଧିତ