Thursday, January 29, 2026
16.3 C
Odisha

    ମେୟର ସୁବାସ ସିଂହଙ୍କର ଫେସବୁକ ପେଜ ହ୍ୟାକ, ଅଶ୍ଳୀଳ ପୋଷ୍ଟ ଛଡା ଯାଉଥିବା କଲେ ଅଭିଯୋଗ

    ଆଗକୁ ପଢନ୍ତୁ

    କଟକ ମହାନଗର ନିଗମ ମେୟର ସୁବାସ ସିଂହଙ୍କର ଅଫିସିଆଲ ଫେସବୁକ ପେଜ ହ୍ୟାକ ହୋଇଛି । ମେୟର ସୁବାଷ ଏନେଇ ସୂଚନା ଦେଇଛନ୍ତି । ହ୍ୟାକ କରି ଉଦ୍ଦେଶ୍ୟମୂଳକ ଭାବରେ ଅଶ୍ଳୀଳ ପୋଷ୍ଟ ଛଡା ଯାଉଥିବା ଅଭିଯୋଗ ଆଣିଲେ ମେୟର। ଏହାପରେ ସାଇବର କ୍ରାଇମର ଦ୍ୱାରସ୍ଥ ହେଲେ ସୁବାସ ସିଂହ। ମେୟରଙ୍କ କାର୍ଯ୍ୟାଳୟ ଷ୍ଟାଫମାନଙ୍କର ଆକ୍ସେସ ମଧ୍ୟ ବ୍ଲକ କରାଯାଇଥିବା କହିଲେ ମେୟର। ଏହି ସୋସିଆଲ ମିଡିଆ ପେଜଟିକୁ ବ୍ଲକ କରିବାକୁ ଜନସାଧାରଣଙ୍କୁ ନିବେଦନ କଲେ ମେୟର। ଯାହାପରେ ମେୟର ସୁବାଷ ସାଇବର ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    16.3 ° C
    16.3 °
    16.3 °
    78 %
    1.6kmh
    0 %
    Thu
    31 °
    Fri
    31 °
    Sat
    32 °
    Sun
    33 °
    Mon
    33 °

    ସମ୍ବନ୍ଧିତ