Friday, October 2, 2026
25.2 C
Odisha

    ପୋଲିସ-ମାଓବାଦୀ ଗୁଳିବନିମୟ, ଜଣେ ଯବାନ ସହିଦ

    ଆଗକୁ ପଢନ୍ତୁ

    ମାଓବାଦୀଙ୍କ ଗୁଳିରେ CRPF ASI ସହିଦ। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକମା ଜିଲ୍ଲାର ବେଦ କ୍ୟାମ୍ପରେ ସୁରକ୍ଷାକର୍ମୀ-ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ମାଓବାଦୀଙ୍କ ଗୁଳିରେ CRPF ର ଜଣେ ASI ସହିଦ ହୋଇଥିବାବେଳେ ଆଉ ଜଣେ ଯବାନ ଗୁରୁତର ହୋଇଛନ୍ତି।ଗୁରୁତର ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।ଖବର ଅନୁଯାୟୀ, ଛତିଶଗଡ଼ ସୀମାନ୍ତ ସୁକୁମା ଜିଲ୍ଲା ଜଙ୍ଗଲରେ ରବିବାର ସକାଳେ ଜାଗରକୋଣ୍ଡା ସିଆରପିଏଫ କ୍ୟାମ୍ପର ଯବାନ ମାନେ CRPF କ୍ୟାମ୍ପରୁ ସାପ୍ତାହିକ ହାଟକୁ ଯିବାବେଳେ ମାଓବାଦୀମାନେ ଆମ୍ବୁସ ବିଛାଇବସିଥିବା ମାଓବାଦୀ ମାନେ ଯବାନଙ୍କ ଉପରକୁ ଗୁଳି ଚାଳନା କରିଥିଲେ । ମାଓ ଗୁଳିରେ ସିଆରପିଏଫର ଏସଆଇ ସହିଦ ହୋଇଥିଲେ। ସହିଦ ସିଆରପିଏଫ ଯବାନ ହେଲେ ସୁଧାକର ରେଡ୍ଡୀ। ନିୟମିତ କୁମ୍ବିଂ ଅପରେସନରେ ଯବାନମାନେ ବାହାରିଥିବା ବେଳେ ଏଭଳି ଅଘଟଣଘଟିଥିଲା। ତେବେ ଯବାନମାନେ ୪ ସନ୍ଦିଗ୍ଧ ମାଓବାଦୀଙ୍କୁ କାବୁ କରିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    25.2 ° C
    25.2 °
    25.2 °
    76 %
    0.6kmh
    49 %
    Fri
    30 °
    Sat
    30 °
    Sun
    30 °
    Mon
    30 °
    Tue
    31 °

    ସମ୍ବନ୍ଧିତ