Friday, October 2, 2026
29.9 C
Odisha

    ମେୟର ସୁବାସ ସିଂହଙ୍କର ଫେସବୁକ ପେଜ ହ୍ୟାକ, ଅଶ୍ଳୀଳ ପୋଷ୍ଟ ଛଡା ଯାଉଥିବା କଲେ ଅଭିଯୋଗ

    ଆଗକୁ ପଢନ୍ତୁ

    କଟକ ମହାନଗର ନିଗମ ମେୟର ସୁବାସ ସିଂହଙ୍କର ଅଫିସିଆଲ ଫେସବୁକ ପେଜ ହ୍ୟାକ ହୋଇଛି । ମେୟର ସୁବାଷ ଏନେଇ ସୂଚନା ଦେଇଛନ୍ତି । ହ୍ୟାକ କରି ଉଦ୍ଦେଶ୍ୟମୂଳକ ଭାବରେ ଅଶ୍ଳୀଳ ପୋଷ୍ଟ ଛଡା ଯାଉଥିବା ଅଭିଯୋଗ ଆଣିଲେ ମେୟର। ଏହାପରେ ସାଇବର କ୍ରାଇମର ଦ୍ୱାରସ୍ଥ ହେଲେ ସୁବାସ ସିଂହ। ମେୟରଙ୍କ କାର୍ଯ୍ୟାଳୟ ଷ୍ଟାଫମାନଙ୍କର ଆକ୍ସେସ ମଧ୍ୟ ବ୍ଲକ କରାଯାଇଥିବା କହିଲେ ମେୟର। ଏହି ସୋସିଆଲ ମିଡିଆ ପେଜଟିକୁ ବ୍ଲକ କରିବାକୁ ଜନସାଧାରଣଙ୍କୁ ନିବେଦନ କଲେ ମେୟର। ଯାହାପରେ ମେୟର ସୁବାଷ ସାଇବର ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    29.9 ° C
    29.9 °
    29.9 °
    59 %
    1.3kmh
    49 %
    Fri
    30 °
    Sat
    30 °
    Sun
    30 °
    Mon
    30 °
    Tue
    31 °

    ସମ୍ବନ୍ଧିତ