Saturday, July 27, 2024
24.5 C
Odisha

    ଉଚ୍ଚ ଶିକ୍ଷା ପାଇଁ ଅନାଥ ଓ କିନ୍ନର ମାନଙ୍କୁ ମିଳିବ ଗୋପବନ୍ଧୁ ଶିକ୍ଷା ସହାୟତା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଉଚ୍ଚତର ଶିକ୍ଷା ପାଇଁ ଅନାଥ, ବାଲ୍ୟ ବିବାହ ସମୟରେ ଉଦ୍ଧାର ହେଉଥିବା ବାଳିକା ଏବଂ କିନ୍ନର ଶିଶୁମାନଙ୍କୁ ସହାୟତା ମିଳିବ। ସ୍ନାତକ ଓ ସ୍ନାତକୋତ୍ତର ଶିକ୍ଷା ପାଇଁ ସେମାନଙ୍କୁ ଗୋପବନ୍ଧୁ ଶିକ୍ଷା ସହାୟତା ଯୋଜନାରେ ସାମିଲ କରାଯାଇଛି । ୨୦୨୩-୨୪ ଶିକ୍ଷାବର୍ଷରୁ ସେମାନଙ୍କୁ ଏହି ସୁବିଧା ମିଳିବ । ୨୦୧୮-୧୯ ବର୍ଷରୁ ରାଜ୍ୟରେ ଗୋପବନ୍ଧୁ ଶିକ୍ଷା ସହାୟତା ଯୋଜନା କାର୍ଯ୍ୟକାରୀ ହେଉଥିବାବେଳେ ଏଥିରେ ଅସହାୟ ଓ ଆର୍ଥିକ ଅନଗ୍ରସର ବର୍ଗର ଶିଶୁମାନଙ୍କୁ ଉଚ୍ଚଶିକ୍ଷା ପାଇଁ ସରକାର ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି । ଚଳିତ ଶିକ୍ଷାବର୍ଷରୁ ଏହି ତାଲିକାରେ ଅନାଥ ଶିଶୁ, ବାଲ୍ୟ ବିବାହ ସମୟରେ ଉଦ୍ଧାର ହେଉଥିବା ବାଳିକା ଏବଂ କିନ୍ନର ଶିଶୁମାନଙ୍କୁ ଏହି ତାଲିକାରେ ସରକାର ସାମିଲ କରିଛନ୍ତି । ସେମାନଙ୍କୁ ସ୍ନାତକ ଓ ସ୍ନାତକୋତ୍ତର ଶିକ୍ଷା ପାଇଁ ଏହି ଯୋଜନାରେ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.5 ° C
    24.5 °
    24.5 °
    97 %
    2.6kmh
    100 %
    Fri
    24 °
    Sat
    25 °
    Sun
    29 °
    Mon
    30 °
    Tue
    30 °

    ସମ୍ବନ୍ଧିତ