Wednesday, October 15, 2025
23.4 C
Odisha

    ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ହିଂସା । ଭଞ୍ଜନଗର ବେତାର ଛକରେ ସରପଂଚଙ୍କ ସ୍ୱାମୀଙ୍କୁ ମରଣାନ୍ତକ ଆକ୍ରମଣ, ପ୍ରତିବାଦରେ ବିଜେପି କର୍ମୀଙ୍କ ଧାରଣା

    ଆଗକୁ ପଢନ୍ତୁ

    ଭଂଜନଗରରେ ରାଜନୈତିକ ଉତେଜନା । ଭଂଜନଗର ନିକଟସ୍ଥ ଡିହପଢାଳ ସରପଂଚଙ୍କ ସ୍ୱାମୀ ସୁବାସ ବରାଡଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ପ୍ରତିବାଦରେ ଗାଁ ରାସ୍ତାରେ ଧାରଣାରେ ବସିଛନ୍ତି ବିଜେପି କର୍ମୀ । ଖବର ଅନୁସାରେ, ଭଂଜନଗର ନିକଟସ୍ଥ ବେତାର ଛକରେ ସୁବାସଙ୍କ ଉପରେ ଏହି ଆକ୍ରମଣ ହୋଇଛି । ଆକ୍ରମଣ କରିଥିବା ବ୍ୟକ୍ତି ଗାଁର ଜଣେ ବ୍ୟକ୍ତିଙ୍କ ଘରେ ଲୁଚି ରହିଥିବା ଅଭିଯୋଗ ହୋଇଛି । ଆଉ ସେହି ବ୍ୟକ୍ତିଙ୍କ ଘର ଆଗରେ ବିଜେପି କର୍ମୀ ଧାରଣା ଦେଇଛନ୍ତି । ଘଟଣାସ୍ଥଳରେ ପୁଲିସ ପଂହଚିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.4 ° C
    23.4 °
    23.4 °
    82 %
    0.4kmh
    7 %
    Wed
    24 °
    Thu
    29 °
    Fri
    29 °
    Sat
    28 °
    Sun
    29 °

    ସମ୍ବନ୍ଧିତ