Friday, October 16, 2026
23.1 C
Odisha

    ବିଜେପିର ମିଛକୁ ଏକ୍ସପୋଜ୍‌ କରିବେ ନବୀନ

    ଆଗକୁ ପଢନ୍ତୁ

    ସୁଭଦ୍ରା ଯୋଜନାରେ ସବୁ ମହିଳାଙ୍କୁ ଏକକାଳୀନ ୫୦ ହଜାର ନଦେଲେ ଆନ୍ଦୋଳନ କରିବ ବିଜେଡି। ଦଳ ଗାଁରୁ ସହର ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛି। ଆଜି ବିଜୁ ମହିଳା ଜନତା ଦଳର ଜିଲ୍ଲାସ୍ତରୀୟ କର୍ମକର୍ତ୍ତାଙ୍କୁ ସମ୍ବୋଧନ କରି ବିଜେପିର ମିଛକୁ ଏକ୍ସପୋଜ୍‌ କରିବାକୁ ଆହ୍ୱାନ ଦେଇଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ। ନବୀନ କହିଛନ୍ତି, ସୁଭଦ୍ରା ଯୋଜନା ନାଁରେ ମାଆ ମାନଙ୍କ ବିଶ୍ୱାସ ସହ ଖେଳୁଛି ବିଜେପି। ମିଛ ପ୍ରତିଶ୍ରୁତି ଦେଇ ବିଜେପି କ୍ଷମତାକୁ ଆସିଛି। ଏହାର ଜବାବ ମାଆମାନେ ଦେବେ ବୋଲି ନବୀନ କହିଛନ୍ତି। ତେବେ ବିଜେପି କହିଛି, ନବୀନଙ୍କୁ ମହିଳା ଭୋଟ୍‌ ବ୍ୟାଙ୍କ ଭାଙ୍ଗିଯିବା ଭୟ ଘାରିଛି। ମହିଳାମାନଙ୍କ ପାଇଁ ବିଜେଡି କୁମ୍ଭୀର କାନ୍ଦଣା କାନ୍ଦୁଛି। ବିଜେପି ଯାହା ପ୍ରତିଶ୍ରୁତି ଦେଇଥିଲା, ତାହା ପାଳନ କରୁଛି ବୋଲି ଦଳ କହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    23.1 ° C
    23.1 °
    23.1 °
    93 %
    1.6kmh
    39 %
    Fri
    23 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ