Friday, September 20, 2024
24.1 C
Odisha

    ବ୍ରେକଫାଷ୍ଟରେ ଖାଆନ୍ତୁ ଏହି ଖାଦ୍ୟ ଦିନସାରା ରହିବେ ଫିଟ୍

    ଆଗକୁ ପଢନ୍ତୁ

    ।ସକାଳୁ ସକାଶୁ ଉଠି ସ୍କୁଲ, କଲେଜ ଓ ଅଫିସ ଯିବା ପାଇଁ ସମସ୍ତେ ବ୍ୟସ୍ତ ରୁହନ୍ତି । ଯଦିବା ସକାଳୁ ଶୀଘ୍ର ଉଠିବା ପାଇଁ ମନ ହେଉନଥିଲେବି ଉଠିବାକୁ ହୁଏ । ଅଧିକାଂଶ ଲୋକ ସାକଳୁ କଫି କିମ୍ବା ଚାହା ପିଇ ଲଞ୍ଚ ପର୍ଯ୍ୟନ୍ତ ଚାଳାଇ ଦିଅନ୍ତି। କିନ୍ତୁ ଏହା ସ୍ୱାସ୍ଥ୍ୟପ୍ରତି ହାନି କାରକ । ଆପଣଙ୍କୁ ସ୍ୱାସ୍ଥ୍ୟବାନ ଓ ଫୁର୍ତ୍ତିଲା ରଖିବା ପାଇଁ ଅବା ଦିନସାରା ଥକ୍କା ଓ ଅଳସରୁ ମୁକ୍ତ କରିବା ପାଇଁ ବ୍ରେକଫାଷ୍ଟରେ ଗୋଟିଏ ଜିନିଷ ଖାଇବାକୁ ପଡିବ । ସେଗୁଡିକ ହେଲା

    ସେଓ- ସକାଳୁ ସକାଳୁ ଗୋଟିଏ ସେଓ ଖାଇବା ଦ୍ୱାରା ଶରୀରୀକୁ ଅନେକ ତତ୍ୱ ମିଳିବା ସହ ଦେହ ଫୁର୍ତ୍ତି ରହେ। ଏକ ବଡ ସେଓରେ 13 ଗ୍ରାମ ନ୍ୟଚୁରାଲ ସୁଗାର ଥାଏ । ସେଓ ଖାଇବା ଦ୍ୱାରା ଡାଇବେଟିସ, ହୃଦରୋଗ, ବ୍ଲଡ୍ ପ୍ରେସର ଓ ଅନ୍ୟାନ୍ୟ ରୋଗରୁ ମୁକ୍ତି ମିଳିଥାଏ ।

    ଅଣ୍ଡା- ଏନର୍ଜି ପାଇବା ପାଇଁ ସକାଳୁ ଗୋଟିଏ ଅଣ୍ଡା ଖାଇବା ଜରୁରୀ। ଯଦି ପାରୁଛନ୍ତି ତେବେ ପ୍ରତିଦିନ ଦୁଇଟି ସିଝା ଅଣ୍ଡା ଖାଇପାରନ୍ତି । ଆଣ୍ଡାରେ ପ୍ରୋଟିନ ଅଧିକ ଥାଏ। ଶରାରରେ ମାଂସପେଶୀକୁ ମଜଭୁତ କରିବା ପାଇଁ ଅଣ୍ଡା ନିହାତି ଦରକାର ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.1 ° C
    24.1 °
    24.1 °
    91 %
    1kmh
    100 %
    Thu
    24 °
    Fri
    31 °
    Sat
    31 °
    Sun
    30 °
    Mon
    30 °

    ସମ୍ବନ୍ଧିତ