Tuesday, August 18, 2026
23.3 C
Odisha

    ବିଲକୁ ବିଲ ଡେଇଁଲା ନିଆଁ, ଜଳିଗଲା ପାଚିଲା ଧାନ ଖେତ

    ଆଗକୁ ପଢନ୍ତୁ

    ବିଲକୁ ବିଲ ଡେଇଁଲା ନିଆଁ । ପ୍ରାୟ ଏକ କିଲୋମିଟର ଅଞ୍ଚଳରେ ନିଆଁ ଲାଗି ଘଟିଛି ବ୍ୟାପକ କ୍ଷୟକ୍ଷତି । ୧୬ ନମ୍ବର ଜାତୀୟ ରାଜପଥ ନିକଟ ବାଲେଶ୍ୱର ଜିଲ୍ଲା ଇଚ୍ଛାପୁର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗାଁର ଜଣେ ବ୍ୟକ୍ତି ନିଜ ଜମିରେ ନିଆଁ ଲଗାଇବା ପରେ ବିଲକୁ ବିଲ ନିଆଁ ବ୍ୟାପିଥିଲା । ଶୁଖିଲା କୁଟାରେ ନିଆଁ ଲାଗି ଏଭଳି ଘଟଣା ଘଟିଥିବା କୁହାଯାଉଛି। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.3 ° C
    23.3 °
    23.3 °
    94 %
    2.4kmh
    100 %
    Tue
    23 °
    Wed
    28 °
    Thu
    26 °
    Fri
    25 °
    Sat
    25 °

    ସମ୍ବନ୍ଧିତ