Wednesday, March 25, 2026
22.8 C
Odisha

    ଦିନ ୨ଟା ୩୦ରେ ୪୪ଡିଗ୍ରି ସହ ଝାରସୁଗୁଡ଼ା ରାଜ୍ୟର ସବୁଠୁ ଉତ୍ତପ୍ତ ସହର

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ପୂର୍ବ ଭଳି ଜାରି ରହିଛି। ଉପକୂଳ ଜିଲ୍ଲାଗୁଡ଼ିକରେ ଯଦିଓ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି, ପଶ୍ଚିମ ଓଡ଼ିଶାରେ ଲୋକେ ତାତିରେ ଛଟପଟ ହେଉଛନ୍ତି। ଆଜି ଦିନ ୨ଟା ୩୦ରେ ତାପମାତ୍ରା ଝାରସୁଗୁଡାରେ ପାରା ୪୪ ଡିଗ୍ରି ରେକର୍ଡ କରାଯାଇଛି। କେନ୍ଦୁଝରରେ ୪୩, ସମ୍ବଲପୁରରେ ୪୨.୭, ରାଉରକେଲାରେ ୪୨.୨, ହୀରାକୁଦରେ ୪୧.୮, ଚାନ୍ଦବାଲିରେ ୪୦.୨, ଭୁବନେଶ୍ବରରେ ୩୯.୯ ଓ ବାଲେଶ୍ବରରେ ୩୯.୨ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.8 ° C
    22.8 °
    22.8 °
    79 %
    2.1kmh
    0 %
    Tue
    23 °
    Wed
    38 °
    Thu
    38 °
    Fri
    41 °
    Sat
    39 °

    ସମ୍ବନ୍ଧିତ