Thursday, September 17, 2026
30.3 C
Odisha

    ମଣ୍ଡିରେ କଙ୍ଗନା ଆଗୁଆ, ଆମେଠିରେ ସ୍ମତି ଇରାନୀ ପଛୁଆ । ବାରାଣସୀରେ ମୋଦୀ, ରାଏବରେଲିରେ ରାହୁଲ ଗାନ୍ଧୀ ଆଗୁଆ

    ଆଗକୁ ପଢନ୍ତୁ

    ସାରୋ ଦେଶର ନଜର ଆଜି ଭୋଟ ଗଣତି ଉପରେ ଏବେଯାଏଁ ମିଳିଥିବା ସୂଚନା ଅନୁସାରେ, ହିମାଚଳପ୍ରଦେଶ ମଣ୍ଡିରେ ୩୦ ହଜାର ଭୋଟରେ ଆଗୁଆ ଅଛନ୍ତି ବିଜେପି ପ୍ରାର୍ଥୀ କଙ୍ଗନା ରଣାୱ ତ । ସେହିପରି ରାଏବରେଲିରେ ରାହୁଲ ଗାନ୍ଧୀ ଓ ବାରାଣସୀରେ ପ୍ରଧାନମନ୍ତ୍ରୀ ମୋଦୀ ଆଗେଇ ଚାଲିଥିବାବେଳେ ମିରଟରେ ଅରୁଣ ଗୋଭିଲ ଆଗରେ ଥିବା ଜଣାପଡିଛି । ଅନ୍ୟପଟେ ଆମେଠିରେ ସ୍ମୃତି ଇରାନି ଓ ସୁଲତାନପୁରରେ ମାନେକା ଗାନ୍ଧୀ ପଛୁଆ ଚାଲିଥିବବା ଜଣାପଡିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.3 ° C
    30.3 °
    30.3 °
    65 %
    1.2kmh
    7 %
    Thu
    31 °
    Fri
    31 °
    Sat
    32 °
    Sun
    30 °
    Mon
    31 °

    ସମ୍ବନ୍ଧିତ