Saturday, September 12, 2026
24.4 C
Odisha

    କଙ୍ଗନାଙ୍କୁ ମିଳିଲା ଜୀବନସାଥୀ! ‘ରହସ୍ୟମୟ ବ୍ୟକ୍ତି’ଙ୍କ ହାତରେ ହାତ ରଖି ଦେଲେ ‌ଫଟୋ ପୋଜ୍‌

    ଆଗକୁ ପଢନ୍ତୁ

    ମୁମ୍ବାଇ: ଅଭିନେତ୍ରୀ କଙ୍ଗନା ରାଣାୱତ୍‌ କେବେ ବିବାହ କରିବେ? ତାଙ୍କର ପ୍ରେମିକ ଅଛି କି? ଏପରି ପ୍ରଶ୍ନ ହୁଏତ ତାଙ୍କର ପ୍ରଶଂସକମାନଙ୍କ ମନରେ ବାରମ୍ବାର ଆସୁଥିବ। କଙ୍ଗନା ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଖୁବ୍ କମ୍ କଥାବାର୍ତ୍ତା କରନ୍ତି। ନିକଟରେ ତାଙ୍କୁ ଜଣେ ‘ରହସ୍ୟମୟ ବ୍ୟକ୍ତି’ଙ୍କ ସହିତ ଦେଖିବାକୁ ମିଳିବା ପରେ ଚର୍ଚ୍ଚା ଜୋର୍‌ ଧରିଛି।

    ସମସ୍ତେ ପ୍ରଶ୍ନ କରୁଛନ୍ତି ଯେ  କିଏ ସେହି ବ୍ୟକ୍ତି? କଙ୍ଗନା ଏହି ‘ରହସ୍ୟମୟ ବ୍ୟକ୍ତି’ଙ୍କ ହାତ ଧରିଥିବା ବେଳେ ଦୁହେଁ ହସି ହସି ଫଟୋଗ୍ରାଫର୍‌ଙ୍କୁ ପୋଜ୍‌ ଦେଉଥିବା ଦେଖିବାକୁ ମିଳିଥିଲା।

    ସେଲୁନରୁ କଙ୍ଗନା ରାଣାୱତ୍‌ ବାହାରକୁ ଆସୁଥିବା ବେଳେ ତାଙ୍କ ସହିତ ଜଣେ ଅଜ୍ଞାତ ବ୍ୟକ୍ତିଙ୍କୁ ଦେଖିବାକୁ ମିଳିଥିଲା। ଦୁହେଁ ପରସ୍ପରଙ୍କ ହାତ ଧରିଥିଲେ। କଙ୍ଗନା ଏକ ନୀଳ ରଙ୍ଗର ପୋଷାକ ଏବଂ ଗଗଲ୍ସ ପିନ୍ଧିଥିଲେ। ବ୍ୟକ୍ତି ଜଣକ ଏକ କଳା ରଂଗର ପୋଷାକ ପିନ୍ଧିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    24.4 ° C
    24.4 °
    24.4 °
    94 %
    3kmh
    100 %
    Sat
    25 °
    Sun
    30 °
    Mon
    30 °
    Tue
    31 °
    Wed
    31 °

    ସମ୍ବନ୍ଧିତ