Tuesday, September 8, 2026
29.8 C
Odisha

    କେନ୍ଦ୍ରାପଡା ଟାଉନ ହାଇସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ବାନ୍ଧିଲା ଭିଜିଲାନ୍ସ

    ଆଗକୁ ପଢନ୍ତୁ

    ଭିଜିଲାନ୍ସ ଜାଲରେ କେନ୍ଦ୍ରାପଡ଼ା ଟାଉନ୍ ହାଇସ୍କୁଲର ପ୍ରଧାନ ଶିକ୍ଷକ । ହାଉସ୍ ବିଲଡିଂ ଲୋନ୍ କରାଇଦେବା ପାଇଁ ଜଣେ କର୍ମଚାରୀଙ୍କଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଛନ୍ତି ପ୍ରଧାନଶିକ୍ଷକ ନିରଞ୍ଜନ ଅତି । ବିଦ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀ ସନ୍ତୋଷ କୁଣ୍ଡଙ୍କ ହାଉସ୍ ବିଲ୍ଡିଂ ଫାଇଲ ଦସ୍ତଖତ କରି ପଠାଇବା ପାଇଁ ଟଙ୍କା ମାଗିଥିଲେ । ପ୍ରଧାନଶିକ୍ଷକ ନିରଞ୍ଜନ ଅତି ସନ୍ତୋଷଙ୍କଠାରୁ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ଗିରଫ କରିଛି । ଏହା ସହ ଆୟଠୁ ଅଧିକ ସମ୍ପତି ଠୁଳ ଅଭିଯୋଗରେ ପ୍ରଧାନଶିକ୍ଷକ ନିରଞ୍ଜନ ଅତିଙ୍କ ୪ଟି ସ୍ଥାନରେ ଚଢାଉ କରୁଛି ଭିଜିଲାନ୍ସ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    29.8 ° C
    29.8 °
    29.8 °
    73 %
    3.3kmh
    96 %
    Tue
    29 °
    Wed
    31 °
    Thu
    30 °
    Fri
    29 °
    Sat
    30 °

    ସମ୍ବନ୍ଧିତ