Saturday, July 27, 2024
24.6 C
Odisha

    ଝାରସୁଗୁଡ଼ା ପିକୋଲ ଜଙ୍ଗଲରେ ବୁଲୁଛି କଲରାପତରିଆ ବାଘ

    ଆଗକୁ ପଢନ୍ତୁ

    ଝାରସୁଗୁଡ଼ା ବେଲପାହାଡ଼ ଫରେଷ୍ଟ ରେଂଜ ଅଧିନ ପିକୋଲରେ ଜଙ୍ଗଲରେ ବୁଲୁଛି କଲରାପତରିଆ ବାଘ । ଜଙ୍ଗଲରେ ଲାଗିଥିବା ଟ୍ରାପ୍ କ୍ୟାମେରାରେ କଏଦ ହୋଇଛି ବାଘର ଫଟୋ । ପିକୋଲ ଜଙ୍ଗଲରେ କଲରାପତରିଆ ବାଘ ଥିବା ନେଇ ସୂଚନା ଦେଇଛନ୍ତି ଡିଏଫଓ । ଦୀର୍ଘ ୨ ବର୍ଷ ପରେ ଝାରସୁଗୁଡ଼ା ଜିଲ୍ଲାରେ ପୁଣି କଲରାପତରିଆ ଦେଖିବାକୁ ମିଳିଥିବା ବେଳେ ସୁନ୍ଦରଗଡ଼ ହିମଗିରି ଜଙ୍ଗଲରୁ ଏହା ଆସିଥାଇପାରେ ବୋଲି ଅନୁମାନ କରାଯାଉଛି ।ଅନ୍ୟପଟେ ପିକୋଲ ଜଙ୍ଗଲରେ ବାଘ ଥିବା ଜାଣି ଆଖପାଖ ଅଂଚଳର ଗ୍ରାମବାସୀ ଭୟଭୀତ ଅଛନ୍ତି । ବନବିଭାଗ ମଧ୍ୟ କଲରାପତରିଆ ଉପରେ ତିକ୍ଷ୍ନ ନଜର ରଖିଥିବା କହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    94 %
    4.3kmh
    100 %
    Sat
    25 °
    Sun
    29 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ