Saturday, June 13, 2026
28.8 C
Odisha

    ନୂଆବର୍ଷରେ ମାଲକାନଗିରିକୁ ଉଡ଼ିବ ବିମାନ, ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    ନୂଆବର୍ଷରେ ମାଲକାନଗିରିକୁ ଉଡ଼ିବ ବିମାନ । ମାଓଗଡ଼କୁ ସିଧାସଳଖ ଆରମ୍ଭ ହେବ ବିମାନସେବା । ଓଡ଼ିଶାର ରେଡ୍ ହଟ୍ ଜୋନ୍ ଭାବରେ ପରିଚିତ ମାଲକାନିଗିରିରେ ଜାନୁଆରୀ ଆରମ୍ଭରେ ବିମାନବନ୍ଦର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମାଲକାନଗିରି ଏୟାରପୋର୍ଟରେ ଓହ୍ଲାଇବା ସହ ବିମାନବନ୍ଦରକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ଏବେ ଏୟାରପୋର୍ଟ ନିର୍ମାଣ କାମ ଜୋରସୋରରେ ଚାଲିଛି । ୨୦୧୯ ନିର୍ବାଚନ ପୂର୍ବରୁ ଗୁରୁପ୍ରିୟା ସେତୁର ଉଦଘାଟନ ମାଲକାନଗିରି ସ୍ବାଭିମାନ ଅଞ୍ଚଳର ବିକାଶ ଯାତ୍ରାରେ ନୂଆ ଫର୍ଦ୍ଦ ଯୋଡ଼ିଥିଲା । ଏବେ ବିମାନ ସେବା ଲାଲଗଡ଼ରେ ଯୋଗାଯୋଗ କ୍ଷେତ୍ରରେ ଦ୍ବିତୀୟ ମାଇଲଖୁଣ୍ଟ ହେବ । ସିଧାସଳଖ ବିମାନସେବା ମାଲକାନଗିରି ଜିଲ୍ଲାର ଅର୍ଥନୈତିକ, ପର୍ଯ୍ୟଟନର ବିକାଶ ସହ ସୁରକ୍ଷାକର୍ମୀଙ୍କ ଯାଆସ ଅଧିକ ସୁଗମ ହେବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    28.8 ° C
    28.8 °
    28.8 °
    61 %
    3kmh
    26 %
    Sat
    28 °
    Sun
    39 °
    Mon
    41 °
    Tue
    42 °
    Wed
    43 °

    ସମ୍ବନ୍ଧିତ