Saturday, June 13, 2026
28.8 C
Odisha

    ଧନୁଯାତ୍ରା ପାଇଁ ଶୁଭ ଖୁଣ୍ଟି ସ୍ଥାପନ, ଜାନୁୟାରୀ ୧୫ ରୁ ୨୫ ତାରିଖ ଯାଏ ଚାଲିବ ଧନୁଯାତ୍ରା

    ଆଗକୁ ପଢନ୍ତୁ

    ଗୋପପୁର ସାଜିବାକୁ ଥିବା ଅମ୍ବାପାଲି ଠାରେ ସୋମବାର ସନ୍ଧ୍ୟାରେ ଧନୁଯାତ୍ରା ପାଇଁ ଶୁଭ ଖୁଣ୍ଟି ସ୍ଥାପନ ହୋଇଛି । ଅମ୍ବାପାଲି ସ୍ଥିତ ମାଁ ସମଲେଶ୍ଵରୀ ମନ୍ଦିରରେ ପୂଜାର୍ଚ୍ଚନା ପରେ ଜୀରା ନଦୀ ଠାରେ ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ ପାଇଁ ଶୁଭ ଖୁଣ୍ଟି ସ୍ଥାପନ ହୋଇଛି । ବରଗଡ଼ ଉପ ଜିଲ୍ଲାପାଳ ,ବରଗଡ଼ ପୋୖର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ , ଗୋପପୁର କମିଟିଙ୍କ ସମେତ କଳାକାରମାନେ ଉପସ୍ଥିତ ଥିଲେ । ଆସନ୍ତା ଜାନୁୟାରୀ ୧୫ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ ବିଶ୍ବର ସର୍ବବୃହତ ଖୋଳା ରଂଗ ମଞ୍ଚରେ ଧନୁଯାତ୍ରା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    28.8 ° C
    28.8 °
    28.8 °
    61 %
    3kmh
    26 %
    Sat
    28 °
    Sun
    39 °
    Mon
    41 °
    Tue
    42 °
    Wed
    43 °

    ସମ୍ବନ୍ଧିତ